ଅର୍କେଷ୍ଟାରେ ନାଚୁଥିଲେ ଯୁବତୀ, ହଠାତ୍ ମଥାରେ ସିନ୍ଦୂର ଦେଇ ଜୀବନସାଥୀ କରିନେଲେ ଯୁବକ, Video ଦେଖିଲେ…
ବିବାହ କାର୍ଯ୍ୟକ୍ରମରେ ଅର୍କେଷ୍ଟା ମନ ମୋହିଥାଏ। ରଙ୍ଗାରଙ୍ଗ ଗୀତ ତାଳରେ ବରଯାତ୍ରୀମାନେ ଝୁମିଥାନ୍ତି। ହେଲେ ବିହାରର ଜଣେ ଯୁବକ ଅର୍କେଷ୍ଟାରେ ନାଚୁଥିବା ଯୁବତୀଙ୍କ ପ୍ରେମରେ ପଡ଼ିବା ପରେ ବିବାହ କରିନେଇଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାହା ଚର୍ଚ୍ଚାରେ ରହିଛି। ଭିଡିଓରେ ଦେଖାଯାଉଛି ଯେ ଅର୍କେଷ୍ଟାରେ ଯୁବତୀମାନେ ନାଚୁଛନ୍ତି। ଏହି ମଧ୍ୟରେ ବିବାହକୁ ଆସିଥିବା ଜଣେ ଯୁବକଙ୍କ ନଜର ଜଣଙ୍କ ଉପରେ ପଡ଼ୁଛି ଏବଂ ସେ ପ୍ରେମରେ ପଡ଼ିଯାଉଛନ୍ତି। ପରେ ସେ ତୁରନ୍ତ […] The post ଅର୍କେଷ୍ଟାରେ ନାଚୁଥିଲେ ଯୁବତୀ, ହଠାତ୍ ମଥାରେ ସିନ୍ଦୂର ଦେଇ ଜୀବନସାଥୀ କରିନେଲେ ଯୁବକ, Video ଦେଖିଲେ… appeared first on Dharitri Odia News.
ବିବାହ କାର୍ଯ୍ୟକ୍ରମରେ ଅର୍କେଷ୍ଟା ମନ ମୋହିଥାଏ। ରଙ୍ଗାରଙ୍ଗ ଗୀତ ତାଳରେ ବରଯାତ୍ରୀମାନେ ଝୁମିଥାନ୍ତି। ହେଲେ ବିହାରର ଜଣେ ଯୁବକ ଅର୍କେଷ୍ଟାରେ ନାଚୁଥିବା ଯୁବତୀଙ୍କ ପ୍ରେମରେ ପଡ଼ିବା ପରେ ବିବାହ କରିନେଇଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାହା ଚର୍ଚ୍ଚାରେ ରହିଛି।
ଭିଡିଓରେ ଦେଖାଯାଉଛି ଯେ ଅର୍କେଷ୍ଟାରେ ଯୁବତୀମାନେ ନାଚୁଛନ୍ତି। ଏହି ମଧ୍ୟରେ ବିବାହକୁ ଆସିଥିବା ଜଣେ ଯୁବକଙ୍କ ନଜର ଜଣଙ୍କ ଉପରେ ପଡ଼ୁଛି ଏବଂ ସେ ପ୍ରେମରେ ପଡ଼ିଯାଉଛନ୍ତି। ପରେ ସେ ତୁରନ୍ତ ସିନ୍ଦୂର ତାଙ୍କ ମଥାରେ ବୋଳି ମୁଣ୍ଡରେ ଓଢ଼ଣୀ ପକାଇ ଦେଉଛନ୍ତି। ଏହି ସମୟରେ ଯୁବତୀ ତାଙ୍କୁ ବିରୋଧ କରନ୍ତି ହେଲେ ପରେ ଖୁସି ହୋଇଯାଇଛନ୍ତି। ଏହି ଘଟଣାକ୍ରମର ଭିଡିଓ ବେଶ ଭାଇରାଲ ହେଉଛି। ଲୋକେ ଏଥିରେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।
वीडियो में देखिए डांसर शादी से कितनी खुश है? pic.twitter.com/xZpDd7pkAR
— ShivRaj Yadav (@shivaydv_) February 13, 2025
The post ଅର୍କେଷ୍ଟାରେ ନାଚୁଥିଲେ ଯୁବତୀ, ହଠାତ୍ ମଥାରେ ସିନ୍ଦୂର ଦେଇ ଜୀବନସାଥୀ କରିନେଲେ ଯୁବକ, Video ଦେଖିଲେ… appeared first on Dharitri Odia News.