ଅଳଙ୍କାର ଦୋକାନରେ ଅଗ୍ନିକାଣ୍ଡ
କଟକ,୫ା୨(କାର୍ତ୍ତିକ ସାହୁ): କଟକ ଜିଲା ନିମଚଉଡ଼ିସ୍ଥିତ ଓମ୍ ଅଳଙ୍କାର ନାମକ ଗହଣା ଦୋକାନରେ ସୋମବାର ସରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ବକ୍ସିବଜାର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ଛି। ଜିଲା ଅଗ୍ନିଶମ ଅଧିକାରୀ ସଞ୍ଜୀବ ବେହେରାଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଅଗ୍ନିକାଣ୍ଡର କାରଣ ଏଯାବତ୍ ଜଣାପଡ଼ିନାହିଁ। The post ଅଳଙ୍କାର ଦୋକାନରେ ଅଗ୍ନିକାଣ୍ଡ appeared first on Dharitri Odia News.
କଟକ,୫ା୨(କାର୍ତ୍ତିକ ସାହୁ): କଟକ ଜିଲା ନିମଚଉଡ଼ିସ୍ଥିତ ଓମ୍ ଅଳଙ୍କାର ନାମକ ଗହଣା ଦୋକାନରେ ସୋମବାର ସରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ବକ୍ସିବଜାର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ଛି। ଜିଲା ଅଗ୍ନିଶମ ଅଧିକାରୀ ସଞ୍ଜୀବ ବେହେରାଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଅଗ୍ନିକାଣ୍ଡର କାରଣ ଏଯାବତ୍ ଜଣାପଡ଼ିନାହିଁ।
The post ଅଳଙ୍କାର ଦୋକାନରେ ଅଗ୍ନିକାଣ୍ଡ appeared first on Dharitri Odia News.