ଅଳିଆ ଗଦାରେ ଔଷଧ

ଅଳିଆ ଗଦାରେ କୁଢ଼କୁଢ଼ ଔଷଧ। ଉଦଳା ମେଡିକାଲ ପରିସରରେ ଏତେ ଔଷଧ ଦେଖି ସମସ୍ତେ ତାଜୁବ । କିଏ ପକାଇଲା, କେଉଁଠୁ ଆସିଲା ତାକୁ ନେଇ ପ୍ରଶ୍ନ ?

ଅଳିଆ ଗଦାରେ ଔଷଧ
Array