ଅଳିଆ ଦୁର୍ଗନ୍ଧରେ ଫାଟି ପଡ଼ୁଛି ପରିବେଶ

ଜିଲ୍ଲା ଦୌରାଜଜଙ୍କ କାର୍ଯ୍ୟାଳୟ ସାମ୍ନାରେ ଅଳିଆ ଗଦା। ଦୀର୍ଘ ଦିନ ଧରି ଅଳିଆ ପଡ଼ି ରହିଥିବା ବେଳେ ଆଦୌ ସଫା ହେଉନି।

ଅଳିଆ ଦୁର୍ଗନ୍ଧରେ ଫାଟି ପଡ଼ୁଛି ପରିବେଶ

ବାଲେଶ୍ବର ଜିଲ୍ଲା ମୁଖ୍ୟ ଜିଲ୍ଲା ଦୌରାଜଜଙ୍କ କାର୍ଯ୍ୟାଳୟ ସାମ୍ନାରେ ଅଳିଆ ଗଦା। ଦୀର୍ଘ ଦିନ ଧରି ଅଳିଆ ପଡ଼ି ରହିଥିବା ବେଳେ ଆଦୌ ସଫା ହେଉନି। ଫଳରେ ଏହି ରାସ୍ତା ଦେଇ ଯିବା ଅସମ୍ଭବ ହୋଇପଡ଼ିଛି। ଯାହାଫଳରେ ଆଇନଜୀବୀ ହୁଅନ୍ତୁକି ସାଧାରଣ ଲୋକେ, ଯିବାଆସିବା ଦୁର୍ବିସହ ହୋଇପଡ଼ିଛି।

ପୌରପାଳିକା ଏଥିପ୍ରତି ଧ୍ୟାନ ଦେଉ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଇନଜୀବୀ। ଏହି ସମସ୍ୟା ନେଇ ପୂର୍ବରୁ ଅନେକ ଅଧିକାରୀଙ୍କୁ ଜଣାଇବା ପରେବି ସମାଧାନ ନହେବାରୁ ଅସନ୍ତୋଷ ଦେଖାଦେଇଛି।