ଅଷ୍ଟସିଦ୍ଧ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୬ା୨: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ବ୍ରାଣ୍ଡ୍‌ର ପ୍ରଥମ ରିଟେଲ ଅଳଙ୍କାର ଶୋ’ରୁମ୍‌ ଅଷ୍ଟସିଦ୍ଧି ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସାମାଜିକ କର୍ମୀ ପରଭିନ୍‌ ଖାନ୍ନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟସିଦ୍ଧ ଜୁଏଲର୍ସର ନିର୍ଦ୍ଦେଶିକା ସୁମିଷା ମେହରାଙ୍କ ସମେତ ପ୍ରିମଲ ମେହରା, ମନୋରମା ବାରିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ଅଶୋକ ନଗରଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଥିବା […] The post ଅଷ୍ଟସିଦ୍ଧ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ appeared first on Dharitri Odia News.

ଅଷ୍ଟସିଦ୍ଧ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୬ା୨: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ବ୍ରାଣ୍ଡ୍‌ର ପ୍ରଥମ ରିଟେଲ ଅଳଙ୍କାର ଶୋ’ରୁମ୍‌ ଅଷ୍ଟସିଦ୍ଧି ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସାମାଜିକ କର୍ମୀ ପରଭିନ୍‌ ଖାନ୍ନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟସିଦ୍ଧ ଜୁଏଲର୍ସର ନିର୍ଦ୍ଦେଶିକା ସୁମିଷା ମେହରାଙ୍କ ସମେତ ପ୍ରିମଲ ମେହରା, ମନୋରମା ବାରିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ଅଶୋକ ନଗରଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଥିବା ଏହି ରିଟେଲ ଶୋ‘ରୁମ୍‌ରେ ସୁନା, ରୁପା ଓ ହୀରା ଅଳଙ୍କାରର ବ୍ୟାପକ ସମ୍ଭାର ଉପଲବ୍ଧ। ଏପରିକି ଏଠାରେ ବିଭିନ୍ନ ପ୍ରକାର ସୁନା ଓ ରୁପାରେ ତିଆରି ଠାକୁର ମୂର୍ତ୍ତି ସହିତ ରତ୍ନ ପଥରରେ ଆକର୍ଷଣୀୟ ଭାବେ ଡିଜାଇନ ହୋଇଥିବା ମୁଦି ସୁଲଭ ମୂଲ୍ୟରେ ମିଳିପାରିବ ବୋଲି ଶୋ’ରୁମ୍‌ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ସେହିଭଳି ନିଜ ପରିବାର ସହିତ ଥରେ ଅଷ୍ଟସିଦ୍ଧି ଜୁଏଲର୍ସର ଶୋ’ରୁମ୍‌କୁ ଆସନ୍ତୁ ଏବଂ ନିଜ ପସନ୍ଦର ଅଳଙ୍କାର ସୁଲଭ ମୂଲ୍ୟରେ କିଣନ୍ତୁ ବୋଲି ଶୋ’ରୁମ୍‌ର ନିର୍ଦ୍ଦେଶିକା ସୁମିଷା ମେହରା ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

The post ଅଷ୍ଟସିଦ୍ଧ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ appeared first on Dharitri Odia News.