ଅସରାୟ ବର୍ଷାରେ ଅସ୍ତବ୍ୟସ୍ତ ସହରବାସୀ... ଘରେ ପଶୁଛି ଡ୍ରେନ୍ ପାଣି ରାସ୍ତାରେ ଚାଲୁଛି ଆଣ୍ଠୁଏ ପାଣି...

ଲଗାଣ ବର୍ଷାରେ ବେହାଲ ହୋଇ ପଡିଛି ଦେବଗଡ ସହର। ରାସ୍ତାରେ ଆଣ୍ଠୁଏ ପାଣି ଚାଲୁଛି ଏବଂ ଡ୍ରେନ ପାଣି ଘର ଭିତରେ ପଶି କୃତ୍ରିମ ବନ୍ୟାର ଭ୍ରମ ସ୍ରୁଷ୍ଟି କରୁଛି। ସହରର ତଳ ମୁଣ୍ଡରେ ଥିବା ନୀଳବେର୍ଣ୍ଣି ସାହିରେ ଏଭଳି ଅବ୍ୟବସ୍ଥା ଦେଖାଦେଇଛି Od