ଅସୁସ୍ଥ ବାପାଙ୍କୁ କୋଳରେ ଧରି ଭୋଟ କେନ୍ଦ୍ରକୁ ଆଣିଲେ ଝିଅ

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌରପରିଷଦ ଅଞ୍ଚଳ ଜୟପୁରୀୟାଗୁଡା ଭୋଟ କେନ୍ଦ୍ରରେ ଜଣେ ଦିବ୍ୟାଙ୍ଗ ଅସୁସ୍ଥ ବୁଦ୍ଧଙ୍କୁ ତାଙ୍କ ଝିଅ କୋଳରେ ଧରି ଭୋଟ କେନ୍ଦ୍ରକୁ ପ୍ରବେଶ କରିଛନ୍ତି। ପ୍ରକାଶ ଥାଉକି, ମୁଖ୍ୟ ନିର୍ବାଚନ ଆୟୋଗ ଚଳିତ ନିର୍ବାଚନରେ କିପରି ସତ ପ୍ରତିଶତ ମତଦାନ ହେବ ମହିଳା, ଯୁବପିଢି, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକମାନେ କିପରି ଏହି ମତ ଦାନରେ ସାମିଲ ହେବେ ସେଥିପାଇଁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପ୍ରଯ୍ୟନ୍ତ ସରକାରୀ ଏବଂ ବେସରକାରୀ ସ୍ତରରେ ସଚେତନତା କରାଯାଇଥିଲା। […] The post ଅସୁସ୍ଥ ବାପାଙ୍କୁ କୋଳରେ ଧରି ଭୋଟ କେନ୍ଦ୍ରକୁ ଆଣିଲେ ଝିଅ appeared first on Dharitri Odia News.

ଅସୁସ୍ଥ ବାପାଙ୍କୁ କୋଳରେ ଧରି ଭୋଟ କେନ୍ଦ୍ରକୁ ଆଣିଲେ ଝିଅ

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌରପରିଷଦ ଅଞ୍ଚଳ ଜୟପୁରୀୟାଗୁଡା ଭୋଟ କେନ୍ଦ୍ରରେ ଜଣେ ଦିବ୍ୟାଙ୍ଗ ଅସୁସ୍ଥ ବୁଦ୍ଧଙ୍କୁ ତାଙ୍କ ଝିଅ କୋଳରେ ଧରି ଭୋଟ କେନ୍ଦ୍ରକୁ ପ୍ରବେଶ କରିଛନ୍ତି। ପ୍ରକାଶ ଥାଉକି, ମୁଖ୍ୟ ନିର୍ବାଚନ ଆୟୋଗ ଚଳିତ ନିର୍ବାଚନରେ କିପରି ସତ ପ୍ରତିଶତ ମତଦାନ ହେବ ମହିଳା, ଯୁବପିଢି, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକମାନେ କିପରି ଏହି ମତ ଦାନରେ ସାମିଲ ହେବେ ସେଥିପାଇଁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପ୍ରଯ୍ୟନ୍ତ ସରକାରୀ ଏବଂ ବେସରକାରୀ ସ୍ତରରେ ସଚେତନତା କରାଯାଇଥିଲା। ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ତା କରାଯାଇଥିଲେ ମଧ୍ୟ ଜୟପୁରୀୟାଗୁଡା କେନ୍ଦ୍ରରେ ହୁଇଲ ଚେୟାର ନ ଥିବାରୁ ବାପାଙ୍କୁ ଭୋଟ ଦାନକୁ ସାବ୍ୟସ୍ତ କରିବାପାଇଁ ପିତାଙ୍କୁ ଝିଅ କୋଳରେ ଟେକି ଧରି କେନ୍ଦ୍ରକୁ ଯାଉଥିବା ଏହି ଆଦିବାସୀ ଯୁବତୀ ଭୋଟ ଦାନର ମହତ୍ତ୍ୱ ଉପରେ ସଚେତନ କରୁଛି।

The post ଅସୁସ୍ଥ ବାପାଙ୍କୁ କୋଳରେ ଧରି ଭୋଟ କେନ୍ଦ୍ରକୁ ଆଣିଲେ ଝିଅ appeared first on Dharitri Odia News.