ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ ଦେଶ ଅଛି ଯେଉଁଠି ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ଲୋକେ ତାଳି ମାରନ୍ତି। ଏହି ନିଆରା ପରମ୍ପରା ବ୍ରାଜିଲର ରିଓ ଡି ଜେନିରୋର କିଛି ସ୍ଥାନରେ ଦେଖିବାକୁ ମିଳେ। ଏଠାକାର କିଛି ବେଳାଭୂମିରେ ଲୋକମାନେ ଏକାଠି ହୋଇ ଅସ୍ତଗାମୀ ସୂର୍ଯ୍ୟର ମନଲୋଭା ଦୃଶ୍ୟ ଦେଖିବା ସହ ସମସ୍ତେ ମିଶି ତାଳି ମାରନ୍ତି। […] The post ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି appeared first on Dharitri Odia News.

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ ଦେଶ ଅଛି ଯେଉଁଠି ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ଲୋକେ ତାଳି ମାରନ୍ତି। ଏହି ନିଆରା ପରମ୍ପରା ବ୍ରାଜିଲର ରିଓ ଡି ଜେନିରୋର କିଛି ସ୍ଥାନରେ ଦେଖିବାକୁ ମିଳେ। ଏଠାକାର କିଛି ବେଳାଭୂମିରେ ଲୋକମାନେ ଏକାଠି ହୋଇ ଅସ୍ତଗାମୀ ସୂର୍ଯ୍ୟର ମନଲୋଭା ଦୃଶ୍ୟ ଦେଖିବା ସହ ସମସ୍ତେ ମିଶି ତାଳି ମାରନ୍ତି। ସେମାନେ ଈଶ୍ୱରଙ୍କ ଏହି ଯାଦୁକରୀ କାମକୁ ପ୍ରଶଂସା କରିବା ଲାଗି ମିଶି ତାଳି ମାରିଥାନ୍ତି। ସତରେ ଈଶ୍ୱରଙ୍କ ଏଭଳି ଅଦ୍ଭୁତ ମନଲୋଭା ଦୃଶ୍ୟ ପ୍ରଶଂସନୀୟ।

The post ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି appeared first on Dharitri Odia News.