ଆଇଗିଣିଆ ରାଜୀବ ନଗରର ୨ ଦିନ ବର୍ଷାରେ ଧୋଇ ହେଇଗଲା ଅଧାରାସ୍ତା । open drainage problem in Bhubaneswar.
ବର୍ଷାଦିନ ପୁର୍ବରୁ ରାଜଧାନୀବାସୀଙ୍କୁ ଭୟ ଅର୍ଦ୍ଧ ନିର୍ମିତ ସ୍ବରେଜ ଡ୍ରେନ। ଏ ହେଉଛି ଆଇଗିଣିଆ ରାଜୀବ ନଗରର ଦୃଶ୍ୟ। ୨ ଦିନ ବର୍ଷାରେ ଧୋଇ ହେଇଗଲା ଅଧାରାସ୍ତା । ରାସ୍ତାକଡ଼ରେ ୨ ବର୍ଷ ହେବ ଡ୍ରେନକାମ ଚାଲୁଥିଲେ ବି କାମ ସରିବାର ନାଁ ନେଉନି