ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଢିଲା ସମସ୍ୟା
ନୂଆଦିଲ୍ଲୀ,୨୪।୨: ଡେଭିଡ ୱାର୍ନର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି -୨୦ସିରିଜର ତୃତୀୟ ତଥା ଶେଷ ମ୍ୟାଚରୁ ବାଦ୍ ପଡିଛନ୍ତି। ୱାର୍ନରଙ୍କ ଆଘାତ ଆଇପିଏଲ ୨୦୨୪ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସମସ୍ୟା ବଢାଇ ଦେଇଛି। ଆଇପିଏଲ ୨୦୨୪ ଆରମ୍ଭ ପାଇଁ ଏକ ମାସରୁ କମ ସମୟ ବାକି ଅଛି । ଏଭଳି ପରିସ୍ଥିତିରେ ୱାର୍ନର ଟୁର୍ନାମେଣ୍ଟ ପୂର୍ବରୁ ସୁସ୍ଥ ହୋଇପାରିବେ କି ନାହିଁ ପ୍ରଶ୍ନ ଉଠିଛି। ଗତ ସିଜିନରେ ୱାର୍ନର ରିଷଭ ପନ୍ତଙ୍କ ଅନୁପସ୍ଥିତିରେ […] The post ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଢିଲା ସମସ୍ୟା appeared first on Dharitri Odia News.
ନୂଆଦିଲ୍ଲୀ,୨୪।୨: ଡେଭିଡ ୱାର୍ନର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି -୨୦ସିରିଜର ତୃତୀୟ ତଥା ଶେଷ ମ୍ୟାଚରୁ ବାଦ୍ ପଡିଛନ୍ତି। ୱାର୍ନରଙ୍କ ଆଘାତ ଆଇପିଏଲ ୨୦୨୪ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସମସ୍ୟା ବଢାଇ ଦେଇଛି।
ଆଇପିଏଲ ୨୦୨୪ ଆରମ୍ଭ ପାଇଁ ଏକ ମାସରୁ କମ ସମୟ ବାକି ଅଛି । ଏଭଳି ପରିସ୍ଥିତିରେ ୱାର୍ନର ଟୁର୍ନାମେଣ୍ଟ ପୂର୍ବରୁ ସୁସ୍ଥ ହୋଇପାରିବେ କି ନାହିଁ ପ୍ରଶ୍ନ ଉଠିଛି। ଗତ ସିଜିନରେ ୱାର୍ନର ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ବାକି ରହିଲା ଡେଭିଡ ଆଇପିଏଲ ପୂର୍ବରୁ ସୁସ୍ଥ ହୋଇଥିବେ କି ନାହିଁ।
The post ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଢିଲା ସମସ୍ୟା appeared first on Dharitri Odia News.