ଆଇପିଏସ ସ୍ତରରେ ଅଦଳବଦଳ; ଅବିନାଶ କୁମାର ନୂଆ ଅତିରିକ୍ତ ସିପି, ଆଇପିଏସ ବି ରାଧିକାଙ୍କୁ ଭିଆରଏସ ଅନୁମତି

ଭୁବନେଶ୍ବର: ରାଜ୍ୟରେ ଆଇପିଏସ ସ୍ତର​ରେ ଅଦଳବଦଳ। ଆଇପିଏସ ଅବିନାଶ କୁମାର ହେଲେ ଭୁବନେଶ୍ବର-କଟକ କମିଶନରେଟ୍ ପୋଲିସ୍‌ର ଅତିରିକ୍ତ ସିପି। ବର୍ତ୍ତମାନ ସେ ପୋଲିସ୍‌ ଡିଆଇଜି ଭାବରେ ନିୟୋଜିତ ଅଛନ୍ତି। ତାଙ୍କ ବାଦ୍‌ ଆଇପିଏସ ଦାୟଲ ଗଙ୍ଗଓ୍ବାରଙ୍କୁ ପୋଲିସ ଆଧୁନିକୀକରଣର ଅତିରିକ୍ତ ଡିଜିପି ପଦକୁ ବଦଳି କରାଯାଇଛି, ସେ ବର୍ତ୍ତମାନ ରେଲଓ୍ବେ ଏବଂ କୋଷ୍ଟାଲ ସିକ୍ୟୁରିଟିର ଅତିରିକ୍ତ ଡିଜିପି ଦାୟିତ୍ବରେ ରହିଛନ୍ତି। ସେହିଭଳି ଆଇପିଏସ ରାଜେଶ କୁମାରଙ୍କୁ ଏଡିଜିପି ରେଲଓ୍ବେ ଏବଂ କୋଷ୍ଟାଲ ସିକ୍ୟୁରିଟି ସହ ଏସଏଫଏସଏଲର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଆହୁରି ମଧ୍ୟ ଆଇପିଏସ ବ୍ରିଜେଶ କୁମାରଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି ଦାୟିତ୍ବ ମିଳିଛି। ବର୍ତ୍ତମାନ ବ୍ରିଜେଶ କୁମାର କମିଶନରେଟ ପୋଲିସ୍‌ର ଅତିିରିକ୍ତ ସିପି ଦାୟିତ୍ବରେ ଅଛନ୍ତି। ଆହୁରି ପଢ଼ନ୍ତୁ: CMCର ନୂଆ କମିଶନର ଭାବେ ଦାୟିତ୍ୱ ନେଲେ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଇପିଏସ ବି ରାଧିକାଙ୍କୁ ଭିଆରଏସ ସେପଟେ ବରିଷ୍ଠ ଆଇପିଏସ ବି ରାଧିକାଙ୍କୁ ଭିଆରଏସ ଅନୁମତି ମିଳିଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଥାଉକି, ଆଇପିଏସ ବି. ରାଧିକା କେନ୍ଦ୍ର ଡେପୁଟେସନରୁ ଆସିଥିଲେ । ବର୍ତ୍ତମାନ ସେ PRB ଅଧ୍ୟକ୍ଷ ଦାୟିତ୍ବରେ ଅଛନ୍ତି । The post ଆଇପିଏସ ସ୍ତରରେ ଅଦଳବଦଳ; ଅବିନାଶ କୁମାର ନୂଆ ଅତିରିକ୍ତ ସିପି, ଆଇପିଏସ

ଆଇପିଏସ ସ୍ତରରେ ଅଦଳବଦଳ; ଅବିନାଶ କୁମାର ନୂଆ ଅତିରିକ୍ତ ସିପି, ଆଇପିଏସ ବି ରାଧିକାଙ୍କୁ ଭିଆରଏସ ଅନୁମତି

ଭୁବନେଶ୍ବର: ରାଜ୍ୟରେ ଆଇପିଏସ ସ୍ତର​ରେ ଅଦଳବଦଳ। ଆଇପିଏସ ଅବିନାଶ କୁମାର ହେଲେ ଭୁବନେଶ୍ବର-କଟକ କମିଶନରେଟ୍ ପୋଲିସ୍‌ର ଅତିରିକ୍ତ ସିପି। ବର୍ତ୍ତମାନ ସେ ପୋଲିସ୍‌ ଡିଆଇଜି ଭାବରେ ନିୟୋଜିତ ଅଛନ୍ତି।

ତାଙ୍କ ବାଦ୍‌ ଆଇପିଏସ ଦାୟଲ ଗଙ୍ଗଓ୍ବାରଙ୍କୁ ପୋଲିସ ଆଧୁନିକୀକରଣର ଅତିରିକ୍ତ ଡିଜିପି ପଦକୁ ବଦଳି କରାଯାଇଛି, ସେ ବର୍ତ୍ତମାନ ରେଲଓ୍ବେ ଏବଂ କୋଷ୍ଟାଲ ସିକ୍ୟୁରିଟିର ଅତିରିକ୍ତ ଡିଜିପି ଦାୟିତ୍ବରେ ରହିଛନ୍ତି। ସେହିଭଳି ଆଇପିଏସ ରାଜେଶ କୁମାରଙ୍କୁ ଏଡିଜିପି ରେଲଓ୍ବେ ଏବଂ କୋଷ୍ଟାଲ ସିକ୍ୟୁରିଟି ସହ ଏସଏଫଏସଏଲର ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ଆହୁରି ମଧ୍ୟ ଆଇପିଏସ ବ୍ରିଜେଶ କୁମାରଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି ଦାୟିତ୍ବ ମିଳିଛି। ବର୍ତ୍ତମାନ ବ୍ରିଜେଶ କୁମାର କମିଶନରେଟ ପୋଲିସ୍‌ର ଅତିିରିକ୍ତ ସିପି ଦାୟିତ୍ବରେ ଅଛନ୍ତି।

ଆହୁରି ପଢ଼ନ୍ତୁ: CMCର ନୂଆ କମିଶନର ଭାବେ ଦାୟିତ୍ୱ ନେଲେ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ

ଆଇପିଏସ ବି ରାଧିକାଙ୍କୁ ଭିଆରଏସ

ସେପଟେ ବରିଷ୍ଠ ଆଇପିଏସ ବି ରାଧିକାଙ୍କୁ ଭିଆରଏସ ଅନୁମତି ମିଳିଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଥାଉକି, ଆଇପିଏସ ବି. ରାଧିକା କେନ୍ଦ୍ର ଡେପୁଟେସନରୁ ଆସିଥିଲେ । ବର୍ତ୍ତମାନ ସେ PRB ଅଧ୍ୟକ୍ଷ ଦାୟିତ୍ବରେ ଅଛନ୍ତି ।

The post ଆଇପିଏସ ସ୍ତରରେ ଅଦଳବଦଳ; ଅବିନାଶ କୁମାର ନୂଆ ଅତିରିକ୍ତ ସିପି, ଆଇପିଏସ ବି ରାଧିକାଙ୍କୁ ଭିଆରଏସ ଅନୁମତି appeared first on Prameya News7.