ଆଈକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାତି

ରେଢ଼ାଖୋଲ: ଆଈକୁ ନାତି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି। ତନ୍ତଗାଡ଼ ଗାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ନାତିକୁ ଅଟକ ରଖିଛି। ଅଭିଯୁକ୍ତ ନାତି ମାନସିକ ବିକୃତ ଥିବା ସୂଚନା ମିଳିଛି।