ଆଉ ଗୋଟେ ଶୂନ୍ୟ ସ୍ଥାନ ସୃଷ୍ଟି ହେଉଛି ନୂଆ ଆଞ୍ଚଳିକ ଦଳ ପାଇଁ, ଯାହାକୁ ଏଡ଼ାଇ ହେବ ନାହିଁ : ଅମର ଶତପଥୀ

ଭୁବନେଶ୍ବର ୨୧।୪: ବିଜେଡିରେ କନ୍ଦଳ ଆଲୋଚନା ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ । ସେ କହିଛନ୍ତି, ବିଜେଡିରେ ଯାହା ଚାଲିଛି ଠିକ୍ ଚାଲିନି । ଯାହା ମୁଁ ପ୍ରଥମେ ଉଠାଇଥିଲି । ଏବେ ବହୁ ବରିଷ୍ଠ ନେତା ବିଜେଡିର ସେହି କଥା କହୁଛନ୍ତି । ଦଳର ବହୁ ଲୋକ ବାହାରେ କହୁନାହାନ୍ତି କିନ୍ତୁ ବ୍ୟକ୍ତି ଗତ ଆଲୋଚନାରେ କହୁଛନ୍ତି ଯେ ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନଚାଲିଲେ ଗ୍ରହଣୀୟତା ରହିବନି । ବ୍ୟତିକ୍ରମ ଘଟିଛି ବିଗତ ଦିନରେ । ବିଭିନ୍ନ ରାଜନୈତିକ ବିଚାରଧାରା ନେଇ ଅନେକ ଆଲୋଚନା କରୁଛନ୍ତି । ବିଜେଡି ଭଳି ଆଂଚଳିକ ଦଳର ଯାହା ଚରିତ୍ର ଥିଲା ତାକୁ ସେ ଲୋପ କରି ଜାତୀୟ ଦଳର ସବୁ କଥାରେ ଚାଲିଲେ । ଆନୁଷ୍ଠାନିକ ମିଶ୍ରଣ ନହେଲେ ବି ପ୍ରତି କଥାରେ ଅନ୍ଧାନୁକରଣ ଭାବେ ସମର୍ଥନ କଲେ ।  ୱାକଫ୍ ପ୍ରସଙ୍ଗରେ ବିବେକ ଭୋଟ୍ ଅର୍ଥ କ’ଣ ।  ନିଜର ସ୍ଵତନ୍ତ୍ରତା ରଖିଲା ନାହିଁ ବିଜେଡି । ଏକଥା ପରେ ଆଉ ଗୋଟେ ଶୂନ୍ୟ ସ୍ଥାନ ମଧ୍ୟ ସୃଷ୍ଟି ହେଉଛି ନୂଆ ଆଂଚଳିକ ଦଳ ପାଇଁ,  ଯାହାକୁ ଏଡ଼ାଇ ହେବ ନାହିଁ । ରାଜନୈତିକ ଆବଶ୍ୟକତା ସମୟ ନେଇ ହୁଏ । କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ନୂଆ ଆଂଚଳିକ ଦଳ ଗଠନ କଥା କହିବା ଅପରିପକ୍ୱ ହେବ । କିନ୍ତୁ ପରବର୍ତ୍ତୀ ପରିସ୍ଥତିରେ ହୋଇପାରେ । ମେଳି କେହି କରୁନାହାନ୍ତି, ଆଲୋଚନା କରୁଛନ୍ତି ।  ଏହା ଶୁଭ ଲକ୍ଷଣ । ବିଜେଡି ଛିଡୁଛି ସୁନିଶ୍ଚିତ ।You Can Read:କଂଗ୍ରେସ ପଦଯାତ

ଆଉ ଗୋଟେ ଶୂନ୍ୟ ସ୍ଥାନ ସୃଷ୍ଟି ହେଉଛି ନୂଆ ଆଞ୍ଚଳିକ ଦଳ ପାଇଁ, ଯାହାକୁ ଏଡ଼ାଇ ହେବ ନାହିଁ : ଅମର ଶତପଥୀ

ଭୁବନେଶ୍ବର ୨୧।୪: ବିଜେଡିରେ କନ୍ଦଳ ଆଲୋଚନା ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ । ସେ କହିଛନ୍ତି, ବିଜେଡିରେ ଯାହା ଚାଲିଛି ଠିକ୍ ଚାଲିନି । ଯାହା ମୁଁ ପ୍ରଥମେ ଉଠାଇଥିଲି । ଏବେ ବହୁ ବରିଷ୍ଠ ନେତା ବିଜେଡିର ସେହି କଥା କହୁଛନ୍ତି । ଦଳର ବହୁ ଲୋକ ବାହାରେ କହୁନାହାନ୍ତି କିନ୍ତୁ ବ୍ୟକ୍ତି ଗତ ଆଲୋଚନାରେ କହୁଛନ୍ତି ଯେ ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନଚାଲିଲେ ଗ୍ରହଣୀୟତା ରହିବନି । ବ୍ୟତିକ୍ରମ ଘଟିଛି ବିଗତ ଦିନରେ । 

ବିଭିନ୍ନ ରାଜନୈତିକ ବିଚାରଧାରା ନେଇ ଅନେକ ଆଲୋଚନା କରୁଛନ୍ତି । ବିଜେଡି ଭଳି ଆଂଚଳିକ ଦଳର ଯାହା ଚରିତ୍ର ଥିଲା ତାକୁ ସେ ଲୋପ କରି ଜାତୀୟ ଦଳର ସବୁ କଥାରେ ଚାଲିଲେ । ଆନୁଷ୍ଠାନିକ ମିଶ୍ରଣ ନହେଲେ ବି ପ୍ରତି କଥାରେ ଅନ୍ଧାନୁକରଣ ଭାବେ ସମର୍ଥନ କଲେ ।  ୱାକଫ୍ ପ୍ରସଙ୍ଗରେ ବିବେକ ଭୋଟ୍ ଅର୍ଥ କ’ଣ ।  ନିଜର ସ୍ଵତନ୍ତ୍ରତା ରଖିଲା ନାହିଁ ବିଜେଡି । ଏକଥା ପରେ ଆଉ ଗୋଟେ ଶୂନ୍ୟ ସ୍ଥାନ ମଧ୍ୟ ସୃଷ୍ଟି ହେଉଛି ନୂଆ ଆଂଚଳିକ ଦଳ ପାଇଁ,  ଯାହାକୁ ଏଡ଼ାଇ ହେବ ନାହିଁ । ରାଜନୈତିକ ଆବଶ୍ୟକତା ସମୟ ନେଇ ହୁଏ । କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ନୂଆ ଆଂଚଳିକ ଦଳ ଗଠନ କଥା କହିବା ଅପରିପକ୍ୱ ହେବ । କିନ୍ତୁ ପରବର୍ତ୍ତୀ ପରିସ୍ଥତିରେ ହୋଇପାରେ । ମେଳି କେହି କରୁନାହାନ୍ତି, ଆଲୋଚନା କରୁଛନ୍ତି ।  ଏହା ଶୁଭ ଲକ୍ଷଣ । ବିଜେଡି ଛିଡୁଛି ସୁନିଶ୍ଚିତ ।


You Can Read:

କଂଗ୍ରେସ ପଦଯାତ୍ରା ପ୍ରସଙ୍ଗ : ଓଡ଼ିଶାବାସୀ କଂଗ୍ରେସକୁ ବିରୋଧୀ ଦଳ ଭାବେ ୨୦ବର୍ଷ ସୁଯୋଗ ଦେଇଥିଲେ, ସେ ସୁଯୋଗ ସେମାନେ ହାତଛଡା କଲେ