ଆଉ ଚାଲିବନି ୱାକଫ ବୋର୍ଡର ମନମାନି: କେନ୍ଦ୍ର ଆଣିବେ ସଂଶୋଧିତ ଆଇନ, ଖୁବଶୀଘ୍ର ନୂଆ ବିଲ ଆଗତ ସମ୍ଭାବନା
କନକ ବ୍ୟୁରୋ: ଆଉ ଚାଲିବନି ୱାକଫବୋର୍ଡର ମନମାନି ।ମୋଦୀ ସରକାର ଲଗାଇବେ ଲଗାମ । ଆସିବ ନୂଆ ଆଇନ । ୱାକଫବୋର୍ଡର ନିୟମକୁ ସଂଶୋଧନ କରି ନୂଆ ଆଇନ ଆଣିବାକୁ ଆଜି ପାରିତ ହୋଇପାରେ ବିଲ । ଯଦି ବିଲ ପାରିତ ହୋଇ ଆଇନରେ ପରିଣତ ହୁଏ ତେବେ ବୋର୍ଡର କ୍ଷମତା ସଙ୍କୁଚିତ ହେବ ଓ ଦେଶର ରାଜନୈତିକ ମାହୋଲରେ ମଧ୍ୟ ଏନେଇ ବଡ ଧରଣର ଉଷ୍ମତା ଦେଖାଯିବା ଆଶଙ୍କା ରହିଛି । ୱାକଫ ବୋର୍ଡକୁ ଆୟତ […] The post ଆଉ ଚାଲିବନି ୱାକଫ ବୋର୍ଡର ମନମାନି: କେନ୍ଦ୍ର ଆଣିବେ ସଂଶୋଧିତ ଆଇନ, ଖୁବଶୀଘ୍ର ନୂଆ ବିଲ ଆଗତ ସମ୍ଭାବନା first appeared on Kanak News.

କନକ ବ୍ୟୁରୋ: ଆଉ ଚାଲିବନି ୱାକଫବୋର୍ଡର ମନମାନି ।ମୋଦୀ ସରକାର ଲଗାଇବେ ଲଗାମ । ଆସିବ ନୂଆ ଆଇନ । ୱାକଫବୋର୍ଡର ନିୟମକୁ ସଂଶୋଧନ କରି ନୂଆ ଆଇନ ଆଣିବାକୁ ଆଜି ପାରିତ ହୋଇପାରେ ବିଲ । ଯଦି ବିଲ ପାରିତ ହୋଇ ଆଇନରେ ପରିଣତ ହୁଏ ତେବେ ବୋର୍ଡର କ୍ଷମତା ସଙ୍କୁଚିତ ହେବ ଓ ଦେଶର ରାଜନୈତିକ ମାହୋଲରେ ମଧ୍ୟ ଏନେଇ ବଡ ଧରଣର ଉଷ୍ମତା ଦେଖାଯିବା ଆଶଙ୍କା ରହିଛି । ୱାକଫ ବୋର୍ଡକୁ ଆୟତ କରିବାକୁ ଯାଇ ଏକାଧିକ ନିୟମ ଆସିପାରେ ।୨୦୧୩ ମସିହାରେ ୟୁପିଏ ସରକାର ୱାକଫ ଆଇନରେ ସଂଶୋଧିନ କି ବୋର୍ଡର କ୍ଷମତା ବଢ଼ାଇଥିଲେ ।
The post ଆଉ ଚାଲିବନି ୱାକଫ ବୋର୍ଡର ମନମାନି: କେନ୍ଦ୍ର ଆଣିବେ ସଂଶୋଧିତ ଆଇନ, ଖୁବଶୀଘ୍ର ନୂଆ ବିଲ ଆଗତ ସମ୍ଭାବନା first appeared on Kanak News.