ଆଉ ଦୀର୍ଘ ବର୍ଷ ଗଡ଼ିବନି କେସ୍

ଅତୀତ ପାଲଟିଲା ଇଂରେଜଙ୍କ ଦ୍ବାରା ପ୍ରଣିତ ଶତାବ୍ଦୀ ପୁରୁଣା IPC, CrPC ଓ ଏଭିଡେନ୍ସ ଆକ୍ଟ। ଆଜିଠୁ ସାରା ଦେଶରେ ଲାଗୁହେଲା ଭାରତର ସଂସଦରେ ପାରିତ ୩ ସ୍ବଦେଶୀ ନୂଆ ଆଇନ।