ଆକ୍ସନ ମୋଡରେ CMC, ସର୍ବତ ଦୋକାନରେ ସ୍ଵାସ୍ଥ୍ୟ ବିଭାଗର ଚଢାଉ
କଟକ ୦୩/୦୪: କଟକର ବିଭିନ୍ନ ସର୍ବତ ଦୋକାନରେ ଚଢାଉ କରି ଯାଞ୍ଚ କରିଛି ସିଏମସି ସ୍ଵାସ୍ଥ୍ୟ ବିଭାଗ । ଫୁଡ୍ ସ୍କ୍ୱାଡ଼ ଟିମ୍ ଏହି ଯାଞ୍ଚ ସମୟରେ ସର୍ବତ ଦୋକାନୀମାନେ ଗ୍ଲାସ୍ ଠିକ୍ ଭବେ ସଫା କରୁଛନ୍ତି କି ନାହିଁ । ସର୍ବତରେ ପକାଉଥିବା ଦହି ରାବିଡ଼ି ଶିରା ତା ସହ ମିଶାଇଥିବା ରଙ୍ଗ ଆଉ ଅତର ଖାଦ୍ୟ ଉପଯୋଗୀ କି ନାହିଁ ତାହା ଯାଞ୍ଚ କରାଯାଇଛି । ତେବେ ଯାଞ୍ଚ ପରେ ସିଏମସି ସ୍ଵାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି କିଛି ଦୋକାନୀ ବ୍ୟବହାର କରୁଥିବା ଗ୍ଲାସ୍ ଠିକ୍ ଭବେ ସଫା କରୁ ନାହାନ୍ତି ତା ସହିତ ସର୍ବତ ମିଶାଯାଉଥିବା କିଛି ଏସସେନ୍ସ ଯାହା ସ୍ୱାସ୍ଥ୍ୟ ଉପାଯୋଗୀ ନୁହେଁ ତେବେ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟ ଏହି ଯାଞ୍ଚ ବେଳେ ବାରଣ କରାଗଲା ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କଟକ ୦୩/୦୪: କଟକର ବିଭିନ୍ନ ସର୍ବତ ଦୋକାନରେ ଚଢାଉ କରି ଯାଞ୍ଚ କରିଛି ସିଏମସି ସ୍ଵାସ୍ଥ୍ୟ ବିଭାଗ । ଫୁଡ୍ ସ୍କ୍ୱାଡ଼ ଟିମ୍ ଏହି ଯାଞ୍ଚ ସମୟରେ ସର୍ବତ ଦୋକାନୀମାନେ ଗ୍ଲାସ୍ ଠିକ୍ ଭବେ ସଫା କରୁଛନ୍ତି କି ନାହିଁ । ସର୍ବତରେ ପକାଉଥିବା ଦହି ରାବିଡ଼ି ଶିରା ତା ସହ ମିଶାଇଥିବା ରଙ୍ଗ ଆଉ ଅତର ଖାଦ୍ୟ ଉପଯୋଗୀ କି ନାହିଁ ତାହା ଯାଞ୍ଚ କରାଯାଇଛି ।
ତେବେ ଯାଞ୍ଚ ପରେ ସିଏମସି ସ୍ଵାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି କିଛି ଦୋକାନୀ ବ୍ୟବହାର କରୁଥିବା ଗ୍ଲାସ୍ ଠିକ୍ ଭବେ ସଫା କରୁ ନାହାନ୍ତି ତା ସହିତ ସର୍ବତ ମିଶାଯାଉଥିବା କିଛି ଏସସେନ୍ସ ଯାହା ସ୍ୱାସ୍ଥ୍ୟ ଉପାଯୋଗୀ ନୁହେଁ ତେବେ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟ ଏହି ଯାଞ୍ଚ ବେଳେ ବାରଣ କରାଗଲା ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।