ଆଖିବୁଜା ଗୁଳିମାଡ଼ରେ ୧୬ ଛାତ୍ର ଆହତ, ୟୁନିଭର୍ସିଟିରେ ଆତଙ୍କ

ନୂଆଦିଲ୍ଲୀ: ଆମେରିକାରେ ଟସ୍କେଗୀ ବିଶ୍ୱବିଦ୍ୟାଳୟରେ ଭୟଙ୍କର ଗୁଳିମାଡ଼ ହୋଇଛି। ଅଲବାମାରେ ରବିବାର ସକାଳେ ହୋଇଥିବା ଫାୟରିଙ୍ଗରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଓପେଲିକାର ପୂର୍ବ ଅଲବାମା ମେଡିକାଲ ସେଣ୍ଟର ଏବଂ ମୋଣଗୋମରୀର ବେପଟିଷ୍ଟ ସାଉଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାରି ମଧ୍ୟରେ ପୋଲିସ ଏକ ସୁଟରକୁ ଗିରଫ କରିଛି। ସେହିପରି ଦେଶର ମଣିପୁରରେ ହିଂସା ଥମିବାର ନାମ ନେଉନି। ୨ ମାସ ହେଲାଣି ହଥିୁିୟାରବନ୍ଦରେ ଆକ୍ରମଣ […]

ଆଖିବୁଜା ଗୁଳିମାଡ଼ରେ ୧୬ ଛାତ୍ର ଆହତ, ୟୁନିଭର୍ସିଟିରେ ଆତଙ୍କ

ନୂଆଦିଲ୍ଲୀ: ଆମେରିକାରେ ଟସ୍କେଗୀ ବିଶ୍ୱବିଦ୍ୟାଳୟରେ ଭୟଙ୍କର ଗୁଳିମାଡ଼ ହୋଇଛି। ଅଲବାମାରେ ରବିବାର ସକାଳେ ହୋଇଥିବା ଫାୟରିଙ୍ଗରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଓପେଲିକାର ପୂର୍ବ ଅଲବାମା ମେଡିକାଲ ସେଣ୍ଟର ଏବଂ ମୋଣଗୋମରୀର ବେପଟିଷ୍ଟ ସାଉଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାରି ମଧ୍ୟରେ ପୋଲିସ ଏକ ସୁଟରକୁ ଗିରଫ କରିଛି।

ସେହିପରି ଦେଶର ମଣିପୁରରେ ହିଂସା ଥମିବାର ନାମ ନେଉନି। ୨ ମାସ ହେଲାଣି ହଥିୁିୟାରବନ୍ଦରେ ଆକ୍ରମଣ ଜାରି ରହିଛି। ତେବେ ବର୍ତ୍ତମାନ ଇମ୍ଫାଲ ଜିଲ୍ଲକାର ଲମଲାଇ ବିଧାନସଭା କ୍ଷେତ୍ରର କିଛି ଅଞ୍ଚଳରେ ପାହାଡରେ ରହୁଥିବା ଲୋକଙ୍କ ଉପରେ ବନ୍ଧୁକ ଏବଂ ବୋମା ଦ୍ୱାରା ଆକ୍ରମଣ କରାଯାଇଛି।