ଆଗକୁ ନିର୍ବାଚନ: ପୋଲିସର ଫ୍ଲାଗମାର୍ଚ୍ଚ
ଦାମନଯୋଡ଼ି,୨୬।୩(ମାନସ ରଞ୍ଜନ କର): ଆଗକୁ ସାଧାରଣ ନିର୍ବାଚନ। ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦାମନଯୋଡ଼ି ପୋଲିସ ପକ୍ଷରୁ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ନ ହେବା ଏବଂ ନିର୍ବାଚନ ଆଚରଣବିଧି ନିୟମ ଉଲ୍ଲଂଘନ ନ କରିବାକୁ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ଥାନା ଅଧିକାରୀ ପ୍ରମିଳା ବିଡିକା କହିଛନ୍ତି। ସବ୍ ଇନ୍ସପେକ୍ଟର ସୁପ୍ରିୟା ପଟ୍ଟନାୟକଙ୍କ ନେତୃତ୍ୱରେ ଦାମନଯୋଡ଼ି ଥାନା ଏଏସ୍ଆଇ ଦୟାନିଧି ମୌଯ୍ୟ, ଗୋଲାପ ସ୍ବାଇଁ, ଜି.ସାଇକିରନଙ୍କ ସହ ପୋଲିସ […] The post ଆଗକୁ ନିର୍ବାଚନ: ପୋଲିସର ଫ୍ଲାଗମାର୍ଚ୍ଚ appeared first on Dharitri Odia News.
ଦାମନଯୋଡ଼ି,୨୬।୩(ମାନସ ରଞ୍ଜନ କର): ଆଗକୁ ସାଧାରଣ ନିର୍ବାଚନ। ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦାମନଯୋଡ଼ି ପୋଲିସ ପକ୍ଷରୁ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ନ ହେବା ଏବଂ ନିର୍ବାଚନ ଆଚରଣବିଧି ନିୟମ ଉଲ୍ଲଂଘନ ନ କରିବାକୁ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ଥାନା ଅଧିକାରୀ ପ୍ରମିଳା ବିଡିକା କହିଛନ୍ତି।
ସବ୍ ଇନ୍ସପେକ୍ଟର ସୁପ୍ରିୟା ପଟ୍ଟନାୟକଙ୍କ ନେତୃତ୍ୱରେ ଦାମନଯୋଡ଼ି ଥାନା ଏଏସ୍ଆଇ ଦୟାନିଧି ମୌଯ୍ୟ, ଗୋଲାପ ସ୍ବାଇଁ, ଜି.ସାଇକିରନଙ୍କ ସହ ପୋଲିସ କର୍ମଚାରୀ ସ୍ଥାନୀୟ ମାଥାଲପୁଟ ମାର୍କେଟ, ଅଁଳାବାଡି କଲୋନୀ ସମେତ ଅଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କ ପେଟ୍ରୋଲିଂ କରାଯାଉଥିବା ଦେଖିବାକୁ ମିଳିଛି।
The post ଆଗକୁ ନିର୍ବାଚନ: ପୋଲିସର ଫ୍ଲାଗମାର୍ଚ୍ଚ appeared first on Dharitri Odia News.