ଆଜି ଜାଗର, ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର: ଆଜି ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା। ଚଳଚଞ୍ଚଳ ହୋଇପଡିଛି ଶୈବପୀଠ। ସକାଳୁ ସକାଳୁ ମନ୍ଦିରରେ ଜମୁଛି ଭିଡ଼। ଭକ୍ତମାନେ ଯେମିତି ଦିବ୍ୟ ଅନୁଭବ ନେଇ ଯିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଲମ୍ବା ଧାଡିରେ ଯାଇ ଦର୍ଶନ କରୁଛନ୍ତି ଭକ୍ତ । ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମସ୍ତ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ […] The post ଆଜି ଜାଗର, ଚଳଚଞ୍ଚଳ ଶୈବପୀଠ appeared first on Odisha.News.

ଆଜି ଜାଗର, ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର: ଆଜି ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା। ଚଳଚଞ୍ଚଳ ହୋଇପଡିଛି ଶୈବପୀଠ। ସକାଳୁ ସକାଳୁ ମନ୍ଦିରରେ ଜମୁଛି ଭିଡ଼। ଭକ୍ତମାନେ ଯେମିତି ଦିବ୍ୟ ଅନୁଭବ ନେଇ ଯିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଲମ୍ବା ଧାଡିରେ ଯାଇ ଦର୍ଶନ କରୁଛନ୍ତି ଭକ୍ତ । ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମସ୍ତ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି । ଏପଟେ ପ୍ରଭୁ ଲିଙ୍ଗରାଜଙ୍କଠୁ ଆରମ୍ଭ କରି ରାଜ୍ୟର ପ୍ରମୁଖ ଶୈବପୀଠ ଗୁଡିକ ଶିବରାତ୍ରୀ ପାଇଁ ଆଲୋକମାଳାରେ ସୁସଜ୍ଜିତ ହୋଇଛି।

The post ଆଜି ଜାଗର, ଚଳଚଞ୍ଚଳ ଶୈବପୀଠ appeared first on Odisha.News.