ଆଜି ନାମାଙ୍କନ ଭରିବେ ବିଜେଡିର ୨ ରାଜ୍ୟ ସଭା ପ୍ରାର୍ଥୀ
ଭୁବନେଶ୍ୱର,୧୩।୨: ବିଜେଡିର ଦୁଇ ରାଜ୍ୟ ସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବେ। ପ୍ରଥମେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ପରେ ସେମାନେ ବିଧାନସଭା ଯାଇ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି। ଏହି ସମୟରେ ବିଜେଡିର କିଛି ବରିଷ୍ଠ ନେତା ଉପସ୍ଥିତ ରହିବେ। ରାଜ୍ୟରେ ଖାଲି ପଡିଥିବା ୩ଟି ରାଜ୍ୟ ସଭା ଆସନ ମଧ୍ୟରୁ ବିଜେଡି ଦୁଇ ଜଣଙ୍କ […] The post ଆଜି ନାମାଙ୍କନ ଭରିବେ ବିଜେଡିର ୨ ରାଜ୍ୟ ସଭା ପ୍ରାର୍ଥୀ appeared first on Dharitri Odia News.
ଭୁବନେଶ୍ୱର,୧୩।୨: ବିଜେଡିର ଦୁଇ ରାଜ୍ୟ ସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବେ। ପ୍ରଥମେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ପରେ ସେମାନେ ବିଧାନସଭା ଯାଇ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି। ଏହି ସମୟରେ ବିଜେଡିର କିଛି ବରିଷ୍ଠ ନେତା ଉପସ୍ଥିତ ରହିବେ।
ରାଜ୍ୟରେ ଖାଲି ପଡିଥିବା ୩ଟି ରାଜ୍ୟ ସଭା ଆସନ ମଧ୍ୟରୁ ବିଜେଡି ଦୁଇ ଜଣଙ୍କ ନାଁ ଘୋଷଣା କରିଥିବା ବେଳେ ତୃତୀୟ ପ୍ରାର୍ଥୀଙ୍କ ନାଁ ଏଯାଏ ଘୋଷଣା କରାଯାଇନାହିଁ।
The post ଆଜି ନାମାଙ୍କନ ଭରିବେ ବିଜେଡିର ୨ ରାଜ୍ୟ ସଭା ପ୍ରାର୍ଥୀ appeared first on Dharitri Odia News.