ଆଜି ପୁରି ଛାଣୁଛି କାଲି ପାଇଲଟ୍ ହେବ
ଏ କୁନି ହାତ ତତଲା କଡେଇରୁ ବାହାରକରୁଛି ଗରମ ଗରମ ପୁରି... ପାଖରେ ମାଆ ଅଟା ଦଳି ପୁରି ବେଲି ଝିଅକୁ ବଢ଼ାଇ ଦେଉଛନ୍ତି... ଗରମ କଡେଇ ପାଖରେ ଛିଡା ହୋଇ ପୁରି ସାଙ୍ଗକୁ ସିଙ୍ଗଡ଼ା, ବରା, ଚାଓମିନ୍ ରୋଲ ଭଳି ବିଭିନ୍ନ ଖାଦ୍ୟ ଜିନିଷ ତିଆରି କରୁଛନ୍ତି ଏ ମା’ ଝିଅ । ଆଉ ଗ୍ରାହକଙ୍କୁ ଗରମାଗରମ ପରସି ଦେଉଛନ୍ତି ।