ଆଜି ବାଲେଶ୍ବର ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ ଦେଖିବେ ବନ୍ୟା ସ୍ଥିତି

ବାଲେଶ୍ବର: ଆଜି ବାଲେଶ୍ବର ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ । ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିବେ ପ୍ରଭାତୀ ପରିଡ଼ା । ବନ୍ୟା ପରିସ୍ଥିତିର ସମୀକ୍ଷା କରିବେ ଉପମୁଖ୍ୟମନ୍ତ୍ରୀ । ଭୋଗରାଇ ଓ ବାଲିଆପାଳ ସ୍ଥିତିର କରିବେ ଅନୁଧ୍ଯାନ ।