ଆଜି ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜୟନ୍ତୀ, ଚଳଚଞ୍ଚଳ ନେତାଜୀଙ୍କ ଜନ୍ମସ୍ଥାନ
କଟକ (କେନ୍ୟୁଜ): ମନେପଡ଼ନ୍ତି ନେତାଜୀ। ଆଜି ହେଉଛି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୭ତମ ଜନ୍ମ ଜୟନ୍ତୀ। ଏଥିପାଇଁ କଟକ ଓଡ଼ିଆବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନେତାଜୀଙ୍କ ଜୀବନୀ ସମ୍ପର୍କିତ ଅନେକ ନୂଆ ବିଷୟବସ୍ତୁକୁ ସଂଗ୍ରାହଳୟରେ ସ୍ଥାନ ଦିଆଯିବ। ଆଜିଠାରୁ ସାଧାରଣଲୋକ ସଂଗ୍ରାହଳୟରେ ବୁଲି ନେତାଜୀଙ୍କ ସମ୍ପର୍କରେ ଅନେକ ଜ୍ଞାନ ଆରୋହଣ କରିପାରିବେ। ସେହିପରି ଜାନକୀନାଥ ଭବନକୁ ମଧ୍ୟ ରଙ୍ଗୀନ ଆଲୋକମାଳାରେ ସଜଯାଇଛି। ଜୟନ୍ତୀ ଅବସରରେ ସଂଗ୍ରହାଳୟ ପରିସରରେ ଦୁଇ […] The post ଆଜି ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜୟନ୍ତୀ, ଚଳଚଞ୍ଚଳ ନେତାଜୀଙ୍କ ଜନ୍ମସ୍ଥାନ appeared first on KNews Odisha.

କଟକ (କେନ୍ୟୁଜ): ମନେପଡ଼ନ୍ତି ନେତାଜୀ। ଆଜି ହେଉଛି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୭ତମ ଜନ୍ମ ଜୟନ୍ତୀ। ଏଥିପାଇଁ କଟକ ଓଡ଼ିଆବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନେତାଜୀଙ୍କ ଜୀବନୀ ସମ୍ପର୍କିତ ଅନେକ ନୂଆ ବିଷୟବସ୍ତୁକୁ ସଂଗ୍ରାହଳୟରେ ସ୍ଥାନ ଦିଆଯିବ।
ଆଜିଠାରୁ ସାଧାରଣଲୋକ ସଂଗ୍ରାହଳୟରେ ବୁଲି ନେତାଜୀଙ୍କ ସମ୍ପର୍କରେ ଅନେକ ଜ୍ଞାନ ଆରୋହଣ କରିପାରିବେ। ସେହିପରି ଜାନକୀନାଥ ଭବନକୁ ମଧ୍ୟ ରଙ୍ଗୀନ ଆଲୋକମାଳାରେ ସଜଯାଇଛି। ଜୟନ୍ତୀ ଅବସରରେ ସଂଗ୍ରହାଳୟ ପରିସରରେ ଦୁଇ ଦିନ ଧରି ଏକ ଫଟୋ ଚିତ୍ର ପ୍ରଦର୍ଶିନୀ ହେବ। କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବେ।
The post ଆଜି ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜୟନ୍ତୀ, ଚଳଚଞ୍ଚଳ ନେତାଜୀଙ୍କ ଜନ୍ମସ୍ଥାନ appeared first on KNews Odisha.