ଆଜି ହେଉଛି ପବିତ୍ର ଦଶହରା

ଆଜି ବିଜୟା ଦଶମୀରେ ମା' ଦୁର୍ଗାଙ୍କର ଅପରାଜିତା ପୂଜା। ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼

ଆଜି ହେଉଛି ପବିତ୍ର ଦଶହରା

ଆଜି ମହାମାୟାଙ୍କ ବିଜୟା ଦଶମୀ ପୂଜା । ଚଳିତ ଦୁର୍ଗା ପୂଜାର ଶେଷ ଦିନ । ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼...