ଆଜିଠୁ ୨୪ ଯାଏଁ ବର୍ଷା

ଭୁବନେଶ୍ୱର: ଆଜିଠୁ ୨୪ ଯାଏଁ ହେବ ବର୍ଷା। ରାଜ୍ୟର କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ଭଦ୍ରକ ,ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ବିଜୁଳି ହେବାର ସମ୍ଭାବନା ରହିଛି। ୨୦ ଏବଂ ୨୧ ତାରିଖରେ ଘଡଘଡି ସହ ବର୍ଷା ଏବଂ ଝଡ଼ ପବନ ହେବାର […] The post ଆଜିଠୁ ୨୪ ଯାଏଁ ବର୍ଷା appeared first on Odisha.News.

ଆଜିଠୁ ୨୪ ଯାଏଁ ବର୍ଷା

ଭୁବନେଶ୍ୱର: ଆଜିଠୁ ୨୪ ଯାଏଁ ହେବ ବର୍ଷା। ରାଜ୍ୟର କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ଭଦ୍ରକ ,ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ବିଜୁଳି ହେବାର ସମ୍ଭାବନା ରହିଛି। ୨୦ ଏବଂ ୨୧ ତାରିଖରେ ଘଡଘଡି ସହ ବର୍ଷା ଏବଂ ଝଡ଼ ପବନ ହେବାର ସମ୍ଭାବନା ରହିଛି। ଆଗାମୀ ଦୁଇ ଦିନ ପାଇଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

The post ଆଜିଠୁ ୨୪ ଯାଏଁ ବର୍ଷା appeared first on Odisha.News.