ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ ପ୍ରତ୍ୟେକ କାମରେ ମିଳିବ ସଫଳତା

ମେଷ : ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି । ମନକୁ ଅଜ୍ଞାତ ଭୟ ଗ୍ରାସିବ । ବୃଷ : ବ୍ୟବସାୟିକ ମାମଲାରେ ବ୍ୟସ୍ତ ରହିବେ । ଚଳ କିମ୍ବା ଅଚଳ ସମ୍ପତ୍ତି ମାମଲାରେ ସଫଳତା ମିଳିବ । ଆର୍ଥିକ ମାମଲାରେ ରିସ୍କ ଉଠାନ୍ତୁ ନାହିଁ । ମିଥୁନ : ବାପା କିମ୍ବା ଧମଗୁରୁଙ୍କ ସହଯୋଗ ମିଳିବ । ଆମୋଦ ପ୍ରମୋଦର ଅବସର ପ୍ରାପ୍ତ ହେବ । ଧନ, […] The post ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ ପ୍ରତ୍ୟେକ କାମରେ ମିଳିବ ସଫଳତା appeared first on KNews Odisha.

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ ପ୍ରତ୍ୟେକ କାମରେ ମିଳିବ ସଫଳତା

ମେଷ : ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି । ମନକୁ ଅଜ୍ଞାତ ଭୟ ଗ୍ରାସିବ ।

ବୃଷ : ବ୍ୟବସାୟିକ ମାମଲାରେ ବ୍ୟସ୍ତ ରହିବେ । ଚଳ କିମ୍ବା ଅଚଳ ସମ୍ପତ୍ତି ମାମଲାରେ ସଫଳତା ମିଳିବ । ଆର୍ଥିକ ମାମଲାରେ ରିସ୍କ ଉଠାନ୍ତୁ ନାହିଁ ।

ମିଥୁନ : ବାପା କିମ୍ବା ଧମଗୁରୁଙ୍କ ସହଯୋଗ ମିଳିବ । ଆମୋଦ ପ୍ରମୋଦର ଅବସର ପ୍ରାପ୍ତ ହେବ । ଧନ, ଯଶ, କୀର୍ତ୍ତିରେ ବୃଦ୍ଧି ହେବ ।

କର୍କଟ : ଆଜି ଆପଣଙ୍କ ପାରିବାରିକ ପ୍ରତିଷ୍ଠା ବଢ଼ିବ । ଜୀବିକା କ୍ଷେତ୍ରରେ ପ୍ରଗତି ହେବ । ରଚନାତ୍ମକ କାର୍ଯ୍ୟରେ ପ୍ରଗତି ହେବ ।

ସିଂହ : ଉପହାର କିମ୍ବା ସମ୍ମାନରେ ବୃଦ୍ଧି ହେବ । ପାରିବାରିକ ପ୍ରତିଷ୍ଠା ବଢ଼ିବ । ଆର୍ଥିକ ପକ୍ଷ ମଜଭୁତ ହେବ । ଜୀବନ ସୁଖମୟ ହେବ ।

କନ୍ୟା : ଜୀବିକା କ୍ଷେତ୍ରରେ ପ୍ରଗତି ହେବ । ଯାତ୍ରା କରିବାର ସ୍ଥିତି ସୁଖଦ ହେବ । ଗୃହ ଉପଯୋଗୀ ବସ୍ତୁ କିଣିପାରନ୍ତି ।

ତୁଳା : ଜୀବନସାଥୀଙ୍କ ସାନ୍ନିଧ୍ୟ ମିଳିବ । ସ୍ଥାନାନ୍ତରଣ କିମ୍ବା ବିଭାଗୀୟ ପରିବର୍ତ୍ତନ ଦିଗରେ ଚାଲିଥିବା ପ୍ରୟାସ ଫଳୀଭୂତ ହେବ ।

ବିଛା : ରଚନାତ୍ମକ ପ୍ରୟାସ ଫଳୀଭୂତ ହେବ । ସାମାଜିକ କାର୍ଯ୍ୟ ପ୍ରତି ଆପଣଙ୍କର ରୁଚି ବଢ଼ିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଧନୁ : ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି । ସନ୍ତାନର ଦାୟିତ୍ୱ ପୂରଣ କରିବେ । ଗୃହ ଉପଯୋଗୀ ବସ୍ତୁରେ ବୃଦ୍ଧି ହେବ ।

ମକର : ପାରିବାରିକ ଦାୟିତ୍ୱ ପୂରଣ ହେବ । ଆର୍ଥିକ ପକ୍ଷ ମଜଭୁତ ହେବ । ସମ୍ପର୍କରେ ନିବିଡ଼ତା ଆସିବ । ସାମାଜିକ ପ୍ରତିଷ୍ଠା ବଢ଼ିବ ।

କୁମ୍ଭ : ସନ୍ତାନର ଦାୟିତ୍ୱ ପୂରଣ ହେବ । ଶିକ୍ଷା, ପ୍ରତିଯୋଗିତା କ୍ଷେତ୍ରରେ ଚାଲିଥିବା ପ୍ରୟାସ ସଫଳ ହେବ । ଆର୍ଥିକ ପକ୍ଷ ମଜଭୁତ ହେବ ।

ମୀନ : ପାରିବାରିକ ଜୀବନ ସୁଖମୟ ହେବ । ଉପହାର କିମ୍ବା ସମ୍ମାନରେ ବୃଦ୍ଧି ହେବ । ଅଧିକାରୀମାନଙ୍କ ସହଯୋଗ ମିଳିବ ।

The post ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ ପ୍ରତ୍ୟେକ କାମରେ ମିଳିବ ସଫଳତା appeared first on KNews Odisha.