ଆଠଗଡ଼ରୁ ଭୁବନେଶ୍ୱରର ଆସୁଥିଲା ଦେଶୀ ମଦ, ଇନୋଭା ଗାଡ଼ି ସହ ମଦ ଜବଡ
ଆଠଗଡ଼ : ଆଠଗଡ଼ରୁ ଭୁବନେଶ୍ୱରର ଆସୁଥିଲା ଦେଶୀ ମଦ । ଚନ୍ଦକା ପାଖରେ ମାଡି ବସିଲ ବସିଲା ଏକ୍ସସାଇଜ୍ ମୋବାଇଲ ସ୍କୁଆର୍ଡ । ୮୫୦ ଲିଟର ମଦ ସହ ଇନୋଭା ଗାଡ଼ି ଜବଡ । ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ । ଇନଫୋସିଟୀ ଥାନା ଅଂଚଳରେ ଗାଡ଼ି ଛାଡ଼ି ପଳେଇ ଗଲା ଡ୍ରାଇଭର । ଗାଡି ମାଲିକ ସହ ଯୋଗାଯୋଗ କରିଛି ଅବକାରୀ ବିଭାଗ । ରାଜଧାନୀରେ ବିଭିନ୍ନ ବସ୍ତିରେ […] The post ଆଠଗଡ଼ରୁ ଭୁବନେଶ୍ୱରର ଆସୁଥିଲା ଦେଶୀ ମଦ, ଇନୋଭା ଗାଡ଼ି ସହ ମଦ ଜବଡ appeared first on KNews Odisha.

ଆଠଗଡ଼ : ଆଠଗଡ଼ରୁ ଭୁବନେଶ୍ୱରର ଆସୁଥିଲା ଦେଶୀ ମଦ । ଚନ୍ଦକା ପାଖରେ ମାଡି ବସିଲ ବସିଲା ଏକ୍ସସାଇଜ୍ ମୋବାଇଲ ସ୍କୁଆର୍ଡ । ୮୫୦ ଲିଟର ମଦ ସହ ଇନୋଭା ଗାଡ଼ି ଜବଡ । ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ । ଇନଫୋସିଟୀ ଥାନା ଅଂଚଳରେ ଗାଡ଼ି ଛାଡ଼ି ପଳେଇ ଗଲା ଡ୍ରାଇଭର । ଗାଡି ମାଲିକ ସହ ଯୋଗାଯୋଗ କରିଛି ଅବକାରୀ ବିଭାଗ । ରାଜଧାନୀରେ ବିଭିନ୍ନ ବସ୍ତିରେ ବିକ୍ରି ହେବ ପାଇଁ ଆସିଥିଲା ଦେଶୀ ମଦ ।
The post ଆଠଗଡ଼ରୁ ଭୁବନେଶ୍ୱରର ଆସୁଥିଲା ଦେଶୀ ମଦ, ଇନୋଭା ଗାଡ଼ି ସହ ମଦ ଜବଡ appeared first on KNews Odisha.