ଆତଙ୍କୀ କରୁଛନ୍ତି ଗଣହତ୍ୟା ଯୋଜନା !

ଚର୍ଚ୍ଚିତ ଡାଲ ଲେକ ସହ ଗୁଲମାର୍ଗ, ସୋନମାର୍ଗ, ଦୁଧ୍ଦତ୍ରି ଓ ଭୈରିନାଗ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ମନା କରାଯାଇଛି । କାଶ୍ମୀର ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଆତଙ୍କବାଦୀଙ୍କ ସ୍ଲିପର ସେଲ ସକ୍ରିୟ ଥିବା ଗୁଇନ୍ଦା ସୁତ୍ରରୁ ଜଣାପଡିଛି ।

ଆତଙ୍କୀ କରୁଛନ୍ତି ଗଣହତ୍ୟା ଯୋଜନା !
Array