ଆଧାର କାର୍ଡ ଦେଖାଇଲେ ମିଳିବ ଟଙ୍କା

ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଅଛି କିନ୍ତୁ ଟଙ୍କା ଉଠାଇବାକୁ ଘର ପାଖରେ ଏଟିଏମ୍ ନାହିଁ କି? କିଛି ଚିନ୍ତା ନାହିଁ! ଏବେ ପୋଷ୍ଟ ଅଫିସ ବି ଆପଣଙ୍କୁ ନଗଦ ଟଙ୍କା ଦେବେ ଆଉ ଏଥିପାଇଁ ଆପଣଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍ ହୋଇଥିବା ଆବଶ୍ୟକ।