ଆନାଟୋମି ବିଭାଗକୁ ଡେଡ୍ ବଡି ଅଭାବ

ଆନାଟୋମି ବିଭାଗକୁ ଡେଡ୍ ବଡି ଅଭାବ। ପାଠପଢା ପାଇଁ ମିଳୁନି ପର୍ଯ୍ୟାପ୍ତ ମରଶରୀର। ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ଦରକାର ୧୬୦ ମରଶରୀର। ଶରୀର ଦାନ ପାଇଁ ଦରକାର ଇଛାଶକ୍ତି ଓ ସଚେତନତା। ସ୍ବଇଚ୍ଛାରେ ଶରୀର ଦାନ ପାଇଁ ରହିଛି ଇଚ୍ଛାର ଅଭାବ

ଆନାଟୋମି ବିଭାଗକୁ ଡେଡ୍ ବଡି ଅଭାବ
Array