ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ସ୍ବତନ୍ତ୍ର ଟିମ୍, ସାରା ରାତି ପହରା ଦେବେ ପୋଲିସ

ଭୁବନେଶ୍ବର ୧୭।୧୨: ଆପାର୍ଟମେଣ୍ଟ ଲୁଟ୍ ଘଟଣାରେ ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଗଠନ ହେଲା ସ୍ବତନ୍ତ୍ର ଟିମ୍ । ଟିମ୍‌କୁ ମନିଟରିଂ କରିବେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ସ୍ପେସାଲ ସ୍କ୍ବାଡ୍ ଏସିପି ହିମାଂଶୁ ସ୍ବାଇଁ ଟିମ୍ ଦାଇତ୍ବରେ ରହିଛନ୍ତି । ରାଜଧାନୀ ଉପକଣ୍ଠରେ ଥିବା ଆପାର୍ଟମେଣ୍ଟ ଉପରେ ରହିବ ତୀକ୍ଷ୍ନ ନଜର । ସାରା ରାତି ଉପକଣ୍ଠ ଆପାର୍ଟମେଣ୍ଟରେ ପହରା ଦେବେ ପୋଲିସ । ରାଜଧାନୀରେ ସନ୍ଦିଗ୍ଧ ଲୋକଙ୍କୁ ଥାନାକୁ ଡାକି ହେବ ପଚରାଉଚରା । ଏ ନେଇ ଭୁବନେଶ୍ବର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।You Can Read: 

ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ସ୍ବତନ୍ତ୍ର ଟିମ୍, ସାରା ରାତି ପହରା ଦେବେ ପୋଲିସ

ଭୁବନେଶ୍ବର ୧୭।୧୨: ଆପାର୍ଟମେଣ୍ଟ ଲୁଟ୍ ଘଟଣାରେ ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଗଠନ ହେଲା ସ୍ବତନ୍ତ୍ର ଟିମ୍ । ଟିମ୍‌କୁ ମନିଟରିଂ କରିବେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ସ୍ପେସାଲ ସ୍କ୍ବାଡ୍ ଏସିପି ହିମାଂଶୁ ସ୍ବାଇଁ ଟିମ୍ ଦାଇତ୍ବରେ ରହିଛନ୍ତି । ରାଜଧାନୀ ଉପକଣ୍ଠରେ ଥିବା ଆପାର୍ଟମେଣ୍ଟ ଉପରେ ରହିବ ତୀକ୍ଷ୍ନ ନଜର । ସାରା ରାତି ଉପକଣ୍ଠ ଆପାର୍ଟମେଣ୍ଟରେ ପହରା ଦେବେ ପୋଲିସ । ରାଜଧାନୀରେ ସନ୍ଦିଗ୍ଧ ଲୋକଙ୍କୁ ଥାନାକୁ ଡାକି ହେବ ପଚରାଉଚରା । ଏ ନେଇ ଭୁବନେଶ୍ବର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

You Can Read: