ଆମ ଯୁଦ୍ଧାସ୍ତ୍ରର ତାକତ ବିଶ୍ବ ଦେଖିଲା
ଆମ_ଯୁଦ୍ଧାସ୍ତ୍ରର_ତାକତ_ବିଶ୍ବ_ଦେଖିଲା’ ବ୍ରହ୍ମୋସ ମିଜାଇଲ୍ ତାକତକୁ ତ ପାକିସ୍ତାନ ସ୍ବୀକାର କରିସାରିଛି । ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି। ଏଣିକି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ନିଜ ଚମକ ସମଗ୍ର ବିଶ୍ବକୁ ଦେଖାଇଛି । ଗୁଜରାଟ ଭୁଜ୍ ଏୟାରବେସରେ ଉଦବୋଧନ ଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।