ଆମେ ଲୋକଙ୍କ ସହ ଅଛୁ,ଆଗକୁ ରହିବୁ, ଗୋପାଳପୁରରେ ବିଜେଡି ପଦଯାତ୍ରାରେ ଦଳୀୟ ନେତାଙ୍କ ଉଦ୍‌ବୋଧନ

ବ୍ରହ୍ମପୁର ୦୩/୧୧: ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ପଦଯାତ୍ରା ଆରମ୍ଭ ହୋଇଛି । କନିଷି ଛକରୁ ତୁଳୁ ରାସ୍ତା ଯାଏ ଶହ ଶହ ଦଳୀୟ କର୍ମୀଙ୍କ ସହ ବିରାଟ ପଟୁଆରରେ ପଦଯାତ୍ରା କରିଥିଲେ ବରିଷ୍ଠ ନେତା ବିକ୍ରମ ପଣ୍ଡା, ଅତନୁ ସବ୍ୟସାଚୀ ପ୍ରମୁଖ ଦଳୀୟ ନେତୃବୃନ୍ଦ ।ପୂର୍ବ ସରକାର ସମୟରେ ଲୋକେ କିପରି ସୁବିଧା ସୁଯୋଗ ପାଉଥିଲେ ତାହା ଜଣାଇଥିଲେ ।ଏବେ କିଭଳି ସାଧାରଣ ବଣ୍ଟନ ଲୋକଙ୍କ ନିକଟରେ ପହଞ୍ଚିପାରୁନି ଏହାକୁ ନେଇ ଦଳୀୟ ନେତୃବୃନ୍ଦ ଉଦବେଗ ପ୍ରକାଶ କରିଥିଲେ । ବିଜେଡି ସବୁବେଳେ ଲୋକଙ୍କ ସହ ଅଛି ଆଗକୁ ମଧ୍ୟ ରହି ଲୋକଙ୍କ ସେବା କରିବ ବୋଲି ଦଳୀୟ ନେତା କହିଛନ୍ତି ।  

ଆମେ ଲୋକଙ୍କ ସହ ଅଛୁ,ଆଗକୁ ରହିବୁ, ଗୋପାଳପୁରରେ ବିଜେଡି ପଦଯାତ୍ରାରେ ଦଳୀୟ ନେତାଙ୍କ ଉଦ୍‌ବୋଧନ

ବ୍ରହ୍ମପୁର ୦୩/୧୧: ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ପଦଯାତ୍ରା ଆରମ୍ଭ ହୋଇଛି । କନିଷି ଛକରୁ ତୁଳୁ ରାସ୍ତା ଯାଏ ଶହ ଶହ ଦଳୀୟ କର୍ମୀଙ୍କ ସହ ବିରାଟ ପଟୁଆରରେ ପଦଯାତ୍ରା କରିଥିଲେ ବରିଷ୍ଠ ନେତା ବିକ୍ରମ ପଣ୍ଡା, ଅତନୁ ସବ୍ୟସାଚୀ ପ୍ରମୁଖ ଦଳୀୟ ନେତୃବୃନ୍ଦ ପୂର୍ବ ସରକାର ସମୟରେ ଲୋକେ କିପରି ସୁବିଧା ସୁଯୋଗ ପାଉଥିଲେ ତାହା ଜଣାଇଥିଲେ ।ଏବେ କିଭଳି ସାଧାରଣ ବଣ୍ଟନ ଲୋକଙ୍କ ନିକଟରେ ପହଞ୍ଚିପାରୁନି ଏହାକୁ ନେଇ ଦଳୀୟ ନେତୃବୃନ୍ଦ ଉଦବେଗ ପ୍ରକାଶ କରିଥିଲେ । ବିଜେଡି ସବୁବେଳେ ଲୋକଙ୍କ ସହ ଅଛି ଆଗକୁ ମଧ୍ୟ ରହି ଲୋକଙ୍କ ସେବା କରିବ ବୋଲି ଦଳୀୟ ନେତା କହିଛନ୍ତି ।