ଆମେ ହନୁମାନଙ୍କ ଆଦର୍ଶରେ ଅନୁପ୍ରାଣିତ...
ଆମେ ହନୁମାନଙ୍କ ଆଦର୍ଶରେ ଅନୁପ୍ରାଣିତ... ଅଶୋକ ବାଟିକା ଉଜାଡିବା ପରେ ହନୁମାନ ଯେମିତି କହିଥିଲେ ଜିନ ମୋହେ ମାରା, ତିନ ମୋହି ମାରେ... ଆମେ ଏହି ଆଦର୍ଶରେ କେବଳ ସେହିମାନଙ୍କୁ ମାରିଛୁ ଯେଉଁମାନେ ଆମ ନୀରିହଙ୍କୁ ମାରିଥିଲେ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ !