ଆମେରିକାରେ ଦୃଷ୍ଟି ବାଧିତ ଖେଳାଳିଙ୍କୁ କ୍ରିକେଟ୍ ଶିଖାଇବେ କୋରାପୁଟ ଯୁବକ
କୋରାପୁଟ: ଆମେରିକାରେ ଦୃଷ୍ଟି ବାଧିତ ଖେଳାଳିଙ୍କୁ କ୍ରିକେଟ୍ ଶିଖାଇବେ କୋରାପୁଟର ଦୃଷ୍ଟି ବାଧିତ ବ୍ଲାଇଣ୍ଡ୍ କ୍ରିକେଟ ଭାରତ ଟିମର ଶୁଖରାମ ମାଝୀ। ଭାରତର ୧୫ ଜଣିଆ ଟିମ୍ ଆମେରିକା ଗସ୍ତକୁ ଚୟନ ହୋଇଥିବା ବେଳେ ଓଡ଼ିଶାର ଚାରିଜଣ ଚୟନ ହୋଇଛନ୍ତି।ଶୁଖରାମ ମାଝୀଙ୍କ ସହ ନକୁଳ ବଡ଼ନାୟକ ଏବଂ ଦେବରାଜ ବେହେରା ବ୍ରହ୍ମପୁର ଓ ପଙ୍କଜ ଭୁଏ ବରଗଡ଼ରୁ ଚୟନ ହୋଇଛନ୍ତି। ପାଖାପାଖି ୫୦ ଦିନ ଧରି ଆମେରିକା ଗସ୍ତରେ ରହି ଆମେରିକାକୁ କ୍ରିକେଟ୍ ଶିଖାଇବେ।
କୋରାପୁଟ: ଆମେରିକାରେ ଦୃଷ୍ଟି ବାଧିତ ଖେଳାଳିଙ୍କୁ କ୍ରିକେଟ୍ ଶିଖାଇବେ କୋରାପୁଟର ଦୃଷ୍ଟି ବାଧିତ ବ୍ଲାଇଣ୍ଡ୍ କ୍ରିକେଟ ଭାରତ ଟିମର ଶୁଖରାମ ମାଝୀ। ଭାରତର ୧୫ ଜଣିଆ ଟିମ୍ ଆମେରିକା ଗସ୍ତକୁ ଚୟନ ହୋଇଥିବା ବେଳେ ଓଡ଼ିଶାର ଚାରିଜଣ ଚୟନ ହୋଇଛନ୍ତି।
ଶୁଖରାମ ମାଝୀଙ୍କ ସହ ନକୁଳ ବଡ଼ନାୟକ ଏବଂ ଦେବରାଜ ବେହେରା ବ୍ରହ୍ମପୁର ଓ ପଙ୍କଜ ଭୁଏ ବରଗଡ଼ରୁ ଚୟନ ହୋଇଛନ୍ତି। ପାଖାପାଖି ୫୦ ଦିନ ଧରି ଆମେରିକା ଗସ୍ତରେ ରହି ଆମେରିକାକୁ କ୍ରିକେଟ୍ ଶିଖାଇବେ।