ଆମେରିକାରେ ବଢୁଛି ଭାରତୀୟଙ୍କ ଦବ୍‌ଦବା, ୫ ବିଦେଶୀ ଡାକ୍ତରଙ୍କ ମଧ୍ୟରେ ଜଣେ ଭାରତୀୟ

ନୂଆଦିଲ୍ଲୀ ୧୫/୬: ପୃଥିବୀର ଯେଉଁ କୋଣରେ ଦେଖିଲେ ଭାରତର ଡାକ୍ତର ଇଞ୍ଜିନିୟରଙ୍କୁ ଦେଖିବାକୁ ମିଳିବ । ସବୁ ସ୍ଥାନରେ ଭାରତର ଡାକ୍ତରଙ୍କ ଦବ୍‌ଦବା ରହିଛି । ଆମେରିକାରେ ୫ଜଣ ବିଦେଶ ଡାକ୍ତରଙ୍କ ମଧ୍ୟରେ ଜଣେ ଭାରତୀୟ । ଭାରତର ହଜାର ହଜାର ଡାକ୍ତର ଆଉ ନର୍ସ ଆମେରିକା ଲୋକଙ୍କ ଜୀବନ ବଞ୍ଚାଉଛନ୍ତି । ଆମେରିକାରେ କାମ କରୁଥିବା ବିଦେଶୀ ଡାକ୍ତରଙ୍କ ସଂଖ୍ୟା ଦେଖିଲେ ଭାରତ ଟପ୍‌ରେ ଆସିବ । ଏହି ରେସ୍‌ରେ ଭାରତ ଠାରୁ ବହୁ ପଛରେ ଚୀନ ଓ ପାକିସ୍ତାନ । ଏକ ରିପୋର୍ଟ କହୁଛି ଆମେରିକାରେ ୯କୋଟି ୯ଲକ୍ଷ ଡାକ୍ତରଙ୍କ ମଧ୍ୟରୁ ପ୍ରାୟ ୨୬.୫ ପ୍ରତିଶତ ଅର୍ଥାତ ୨ଲକ୍ଷ ୬ହଜାର ବିଦେଶୀ ଡାକ୍ତର । ଅନ୍ୟ କୌଣସି ଦେଶ ତୁଳନାରେ ଭାରତରୁ ଅଧିକ ଡାକ୍ତର ଆମେରିକାରେ ଚାକିରି କରୁଛନ୍ତି । ଆମେରିକାରେ ୫୯ହଜାର ଭାରତୀୟ ଡାକ୍ତର ରୋଗୀ ସେବା କରୁଛନ୍ତି । ୫ଜଣ ବିଦେଶ ଡାକ୍ତରଙ୍କ ମଧ୍ୟରେ ଜଣେ ଭାରତୀୟ  ଅର୍ଥାତ ୨୨ ପ୍ରତିଶତ ଭାରତୀୟ ଡାକ୍ତର ।ସେହିପରି ନର୍ସଙ୍କ କଥା ଦେଖିଲେ ଆମେରିକାରେ ୨୬ ହଜାରରୁ ଅଧିକ ଭାରତର ନର୍ସ କାମ କରୁଛନ୍ତି ।     

ଆମେରିକାରେ ବଢୁଛି ଭାରତୀୟଙ୍କ ଦବ୍‌ଦବା, ୫ ବିଦେଶୀ ଡାକ୍ତରଙ୍କ ମଧ୍ୟରେ ଜଣେ ଭାରତୀୟ

ନୂଆଦିଲ୍ଲୀ ୧୫/୬: ପୃଥିବୀର ଯେଉଁ କୋଣରେ ଦେଖିଲେ ଭାରତର ଡାକ୍ତର ଇଞ୍ଜିନିୟରଙ୍କୁ ଦେଖିବାକୁ ମିଳିବ । ସବୁ ସ୍ଥାନରେ ଭାରତର ଡାକ୍ତରଙ୍କ ଦବ୍‌ଦବା ରହିଛି । ଆମେରିକାରେ ୫ଜଣ ବିଦେଶ ଡାକ୍ତରଙ୍କ ମଧ୍ୟରେ ଜଣେ ଭାରତୀୟ । ଭାରତର ହଜାର ହଜାର ଡାକ୍ତର ଆଉ ନର୍ସ ଆମେରିକା ଲୋକଙ୍କ ଜୀବନ ବଞ୍ଚାଉଛନ୍ତି । ଆମେରିକାରେ କାମ କରୁଥିବା ବିଦେଶୀ ଡାକ୍ତରଙ୍କ ସଂଖ୍ୟା ଦେଖିଲେ ଭାରତ ଟପ୍‌ରେ ଆସିବ । ଏହି ରେସ୍‌ରେ ଭାରତ ଠାରୁ ବହୁ ପଛରେ ଚୀନ ଓ ପାକିସ୍ତାନ । 

ଏକ ରିପୋର୍ଟ କହୁଛି ଆମେରିକାରେ ୯କୋଟି ୯ଲକ୍ଷ ଡାକ୍ତରଙ୍କ ମଧ୍ୟରୁ ପ୍ରାୟ ୨୬.୫ ପ୍ରତିଶତ ଅର୍ଥାତ ୨ଲକ୍ଷ ୬ହଜାର ବିଦେଶୀ ଡାକ୍ତର । ଅନ୍ୟ କୌଣସି ଦେଶ ତୁଳନାରେ ଭାରତରୁ ଅଧିକ ଡାକ୍ତର ଆମେରିକାରେ ଚାକିରି କରୁଛନ୍ତି । ଆମେରିକାରେ ୫୯ହଜାର ଭାରତୀୟ ଡାକ୍ତର ରୋଗୀ ସେବା କରୁଛନ୍ତି । ୫ଜଣ ବିଦେଶ ଡାକ୍ତରଙ୍କ ମଧ୍ୟରେ ଜଣେ ଭାରତୀୟ  ଅର୍ଥାତ ୨୨ ପ୍ରତିଶତ ଭାରତୀୟ ଡାକ୍ତର ।ସେହିପରି ନର୍ସଙ୍କ କଥା ଦେଖିଲେ ଆମେରିକାରେ ୨୬ ହଜାରରୁ ଅଧିକ ଭାରତର ନର୍ସ କାମ କରୁଛନ୍ତି ।