ଆମ୍ବ କୋଇଲି ଜାଉ ଘଟଣା,ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ନିକଟସ୍ଥ ମାଣ୍ଡିପଙ୍କା ଗ୍ରାମର ୬ ପରିବାରର ୮ ଜଣ ମହିଳା ଆମ୍ବ ଟାକୁଆ ଖାଇ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ମହିଳା ଗୁରୁତର ହୋଇଥିଲେ। ୬ ଜଣ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଜିତା ମାଝୀ ଓ ଟୁନି ମାଝୀ କଟକ ଏସି.ବ ରେ ଚିକିତ୍ସିତ ହେଉଥିଲେ। ଏହି ଦୁଇ ଜଣଙ୍କ ମଧ୍ୟରୁ ଜିତା ମାଝୀ ଆଜି ମୃତ୍ୟୁ ବରଣ […]

ଆମ୍ବ କୋଇଲି ଜାଉ ଘଟଣା,ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ
ଆମ୍ବ କୋଇଲି ଜାଉ ଘଟଣା,ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ନିକଟସ୍ଥ ମାଣ୍ଡିପଙ୍କା ଗ୍ରାମର ୬ ପରିବାରର ୮ ଜଣ ମହିଳା ଆମ୍ବ ଟାକୁଆ ଖାଇ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ମହିଳା ଗୁରୁତର ହୋଇଥିଲେ। ୬ ଜଣ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଜିତା ମାଝୀ ଓ ଟୁନି ମାଝୀ କଟକ ଏସି.ବ ରେ ଚିକିତ୍ସିତ ହେଉଥିଲେ। ଏହି ଦୁଇ ଜଣଙ୍କ ମଧ୍ୟରୁ ଜିତା ମାଝୀ ଆଜି ମୃତ୍ୟୁ ବରଣ କରିଛନ୍ତି।