ଆମ୍ବ ତୋଟାରେ ବୃଦ୍ଧାଙ୍କୁ ଦଳିଦେଲା ହାତୀ
ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା କପିଳାସ ରେଞ୍ଜ ଆମ୍ବନାଳି ଗାଁ ନିକଟରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଆମ୍ବ ତୋଟାରେ ଜଣେ ବୃଦ୍ଧାଙ୍କୁ ଏକ ଦନ୍ତାହାତୀ ଦଳି ଦେଇଛି। ଫଳରେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏପରିକି ବନ କର୍ମଚାରୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରରେ ଦାବି […] The post ଆମ୍ବ ତୋଟାରେ ବୃଦ୍ଧାଙ୍କୁ ଦଳିଦେଲା ହାତୀ appeared first on Dharitri Odia News.
ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା କପିଳାସ ରେଞ୍ଜ ଆମ୍ବନାଳି ଗାଁ ନିକଟରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଆମ୍ବ ତୋଟାରେ ଜଣେ ବୃଦ୍ଧାଙ୍କୁ ଏକ ଦନ୍ତାହାତୀ ଦଳି ଦେଇଛି। ଫଳରେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏପରିକି ବନ କର୍ମଚାରୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରରେ ଦାବି ହୋଇଛି।
The post ଆମ୍ବ ତୋଟାରେ ବୃଦ୍ଧାଙ୍କୁ ଦଳିଦେଲା ହାତୀ appeared first on Dharitri Odia News.