ଆମ୍ବଟାକୁଆ ମୃତ୍ୟୁ ଘଟଣାକୁ ନେଇ ବଡ଼ ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, କହିଲେ ଏହି କାରଣରୁ…
ଭୁବନେଶ୍ୱର,୪ା୧୧: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏସ୍ସିବିରେ ଚିକିତ୍ସିତ ରୋଗୀଙ୍କ ହେପାଟାଇଟିସ୍ ହୋଇଛି। ଫଙ୍ଗାଲ ଇନ୍ଫେକ୍ସନ ଯୋଗୁ ହେପାଟାଇଟିସ୍ ହୋଇଥାଏ। ଯେଉଁମାନେ ପ୍ରଥମ ଦିନ ଖାଇଥିଲେ କିଛି ଅସୁବିଧା ନ ଥିଲା। ମାତ୍ର ଏହି ଜାଉକୁ ୨ରୁ ୩ ଦିନ ରଖି ଖାଇବା ଫଳରେ ସେଥିରେ ଫଙ୍ଗାଲ […] The post ଆମ୍ବଟାକୁଆ ମୃତ୍ୟୁ ଘଟଣାକୁ ନେଇ ବଡ଼ ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, କହିଲେ ଏହି କାରଣରୁ… appeared first on Dharitri Odia News.
ଭୁବନେଶ୍ୱର,୪ା୧୧: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି, ଏସ୍ସିବିରେ ଚିକିତ୍ସିତ ରୋଗୀଙ୍କ ହେପାଟାଇଟିସ୍ ହୋଇଛି। ଫଙ୍ଗାଲ ଇନ୍ଫେକ୍ସନ ଯୋଗୁ ହେପାଟାଇଟିସ୍ ହୋଇଥାଏ। ଯେଉଁମାନେ ପ୍ରଥମ ଦିନ ଖାଇଥିଲେ କିଛି ଅସୁବିଧା ନ ଥିଲା। ମାତ୍ର ଏହି ଜାଉକୁ ୨ରୁ ୩ ଦିନ ରଖି ଖାଇବା ଫଳରେ ସେଥିରେ ଫଙ୍ଗାଲ ବୃଦ୍ଧି ହେଲା। ଏଥିସହ ଟକ୍ସିନ ମଧ୍ୟ ହେଲା ଫଳରେ ଶରୀର ବିଷାକ୍ତ ହୋଇପଡ଼ିଲା।
The post ଆମ୍ବଟାକୁଆ ମୃତ୍ୟୁ ଘଟଣାକୁ ନେଇ ବଡ଼ ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, କହିଲେ ଏହି କାରଣରୁ… appeared first on Dharitri Odia News.