ଆଳି ବଜାର ଦୁର୍ଗାମଣ୍ଡପ ଛକରେ ୧୬୩ ବିଏନଏସଏସ ଲାଗୁ

ଭୁବନେଶ୍ୱର: ଆଳି ବଜାର ଦୁର୍ଗାମଣ୍ଡପ ଛକରେ ୧୬୩ ବିଏନଏସଏସ ଲାଗୁ କରାଯାଇଛି। ବିଜେଡି-ବିଜେପି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଥିଲା। ଫଳରେ ବିଜେଡି-ବିଜେପି ବିବାଦକୁ ଦୃଷ୍ଟିରେ ରଖି କଟକଣା ଜାରି ହୋଇଛି। ମାଜିଷ୍ଟ୍ରେଟଙ୍କ ନିର୍ଦେଶରେ ଆଳି ବଜାର ଦୁର୍ଗାମଣ୍ଡପ ଛକରେ ୧୬୩ ବିଏନଏସଏସ ଲାଗୁ କରାଯାଇଛି। ନୂଆ ବର୍ଷ ତୋରଣକୁ ନେଇ ବିବାଦ ଦେଖାଦେଇଥିଲା। ଆଇନ ଶୃଙ୍ଖଳା ଉପୁଜିବା ଆଶଙ୍କାରେ କଟକଣା ଜାରି କରାଯାଇଛି।