ଆଶିକୀ- ପରେ ଦର୍ଶକଙ୍କୁ ପସନ୍ଦ ଆସୁଛି ଫିଲ୍ମ ‘ସୈୟାରା’, ୟୁଜର୍ସ କହିଲେ-ମୋହିତ୍ ସୁରି ଇଜ୍ ବ୍ୟାକ୍
ନୂଆଦିଲ୍ଲୀ ୧୯।୦୭; ମୋହିତ ସୁରୀଙ୍କ ଚଳଚ୍ଚିତ୍ର ‘ସୈୟାରା’ । ଗତକାଲି ସିନେମା ହଲ୍ରେ ମୁକ୍ତିଲାଭ କରିଛି। ବର୍ଷର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ମଧ୍ୟରୁ ଗୋଟିଏ । ‘ଆଶିକୀ ୨’ ଏବଂ ‘ଏକ ଭିଲେନ’ ଭଳି ସୁପରହିଟ ପ୍ରେମ କାହାଣୀ ଦେଇଥିବା ମୋହିତ ସୁରୀ ଏଥର ଏକ ନୂଆ ପ୍ରେମ କାହାଣୀ ନେଇ କମ୍ବ୍ୟାକ କରିଛନ୍ତି। ଫିଲ୍ମରେ ପ୍ରେମ, ଆବେଗ, ଯନ୍ତ୍ରଣା ଏବଂ ଆକାଂକ୍ଷାର କାହାଣୀ ପ୍ରଦର୍ଶିତ ହୋଇଛି। ‘ସୈୟାରା’ ସମ୍ପୂର୍ଣ୍ଣ ରୂପେ ଏକ ରୋମାଣ୍ଟିକ-ଲଭ ଷ୍ଟୋରୀ। ଫିଲ୍ମର ଗୀତଗୁଡ଼ିକ ପୂର୍ବରୁ ହିଁ ସୁପରହିଟ ହୋଇସାରିଛି, ଏବଂ ଆଡ଼ଭାନ୍ସ ବୁକିଂରେ ମଧ୍ୟ ଫିଲ୍ମକୁ ନେଇ ବେଶ ଉତ୍ସାହ ଦେଖାଯାଇଥିଲା। ସୈୟାରା ଦେଖି ଫେରିଥିବା ଅଧିକାଂଶ ଲୋକ ଫିଲ୍ମକୁ ଖୁବ୍ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ ଏହି ଫିଲ୍ମ ମୋତେ କନ୍ଦାଇଛି ଏବଂ ମୋତେ ପ୍ରେମ ଉପରେ ପୁଣି ଥରେ ବିଶ୍ୱାସ କରିବାକୁ ଶିଖାଇଛି। ଏହା ଏକ ଚମତ୍କାର ସହ ଭାବପ୍ରବଣ ଚଳଚ୍ଚିତ୍ର। ରିପୋର୍ଟ ଅନୁସାରେ, ଏହି ଫିଲ୍ମ ପ୍ରଥମ ଦିନ ପାଇଁ ୨ଡି ଫର୍ମାଟରେ ଦେଶବ୍ୟାପୀ ୩ ଲକ୍ଷ ୮୦ ହଜାର ୮୪୭ ଟିକେଟ ବିକ୍ରି କରିଛି ଆଡ଼ଭାନ୍ସ ବୁକିଂରେ ଫିଲ୍ମଟି ୯.୩୯ କୋଟି ଟଙ୍କା ଆୟ କରିଥିବା ବେଳେ, ବ୍ଲାକ ସିଟ୍ ସହିତ ଏହାର ଆୟ ୧୨.୪୯ କୋଟି ଟଙ୍କା ହୋଇଛି। ୨୦୨୫ର ସର୍ବାଧିକ ଆଡ଼ଭାନ୍ସ ବୁକିଂ ତାଲିକାରେ ଏହା ଅକ୍ଷୟ କୁମାରଙ୍କ ‘କେସରୀ ଚାପ୍ଟର ୨’ (୧.୮୪ କୋଟି), ‘ଜାଟ’
ନୂଆଦିଲ୍ଲୀ ୧୯।୦୭; ମୋହିତ ସୁରୀଙ୍କ ଚଳଚ୍ଚିତ୍ର ‘ସୈୟାରା’ । ଗତକାଲି ସିନେମା ହଲ୍ରେ ମୁକ୍ତିଲାଭ କରିଛି। ବର୍ଷର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ମଧ୍ୟରୁ ଗୋଟିଏ । ‘ଆଶିକୀ ୨’ ଏବଂ ‘ଏକ ଭିଲେନ’ ଭଳି ସୁପରହିଟ ପ୍ରେମ କାହାଣୀ ଦେଇଥିବା ମୋହିତ ସୁରୀ ଏଥର ଏକ ନୂଆ ପ୍ରେମ କାହାଣୀ ନେଇ କମ୍ବ୍ୟାକ କରିଛନ୍ତି। ଫିଲ୍ମରେ ପ୍ରେମ, ଆବେଗ, ଯନ୍ତ୍ରଣା ଏବଂ ଆକାଂକ୍ଷାର କାହାଣୀ ପ୍ରଦର୍ଶିତ ହୋଇଛି। ‘ସୈୟାରା’ ସମ୍ପୂର୍ଣ୍ଣ ରୂପେ ଏକ ରୋମାଣ୍ଟିକ-ଲଭ ଷ୍ଟୋରୀ। ଫିଲ୍ମର ଗୀତଗୁଡ଼ିକ ପୂର୍ବରୁ ହିଁ ସୁପରହିଟ ହୋଇସାରିଛି, ଏବଂ ଆଡ଼ଭାନ୍ସ ବୁକିଂରେ ମଧ୍ୟ ଫିଲ୍ମକୁ ନେଇ ବେଶ ଉତ୍ସାହ ଦେଖାଯାଇଥିଲା।
ସୈୟାରା ଦେଖି ଫେରିଥିବା ଅଧିକାଂଶ ଲୋକ ଫିଲ୍ମକୁ ଖୁବ୍ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ ଏହି ଫିଲ୍ମ ମୋତେ କନ୍ଦାଇଛି ଏବଂ ମୋତେ ପ୍ରେମ ଉପରେ ପୁଣି ଥରେ ବିଶ୍ୱାସ କରିବାକୁ ଶିଖାଇଛି। ଏହା ଏକ ଚମତ୍କାର ସହ ଭାବପ୍ରବଣ ଚଳଚ୍ଚିତ୍ର। ରିପୋର୍ଟ ଅନୁସାରେ, ଏହି ଫିଲ୍ମ ପ୍ରଥମ ଦିନ ପାଇଁ ୨ଡି ଫର୍ମାଟରେ ଦେଶବ୍ୟାପୀ ୩ ଲକ୍ଷ ୮୦ ହଜାର ୮୪୭ ଟିକେଟ ବିକ୍ରି କରିଛି ଆଡ଼ଭାନ୍ସ ବୁକିଂରେ ଫିଲ୍ମଟି ୯.୩୯ କୋଟି ଟଙ୍କା ଆୟ କରିଥିବା ବେଳେ, ବ୍ଲାକ ସିଟ୍ ସହିତ ଏହାର ଆୟ ୧୨.୪୯ କୋଟି ଟଙ୍କା ହୋଇଛି। ୨୦୨୫ର ସର୍ବାଧିକ ଆଡ଼ଭାନ୍ସ ବୁକିଂ ତାଲିକାରେ ଏହା ଅକ୍ଷୟ କୁମାରଙ୍କ ‘କେସରୀ ଚାପ୍ଟର ୨’ (୧.୮୪ କୋଟି), ‘ଜାଟ’ (୨.୫୯ କୋଟି) ଏବଂ ଅମୀର ଖାନଙ୍କ ‘ସିତାରେ ଜମୀନ ପର’ (୩.୩୧ କୋଟି)କୁ ପଛରେ ପକାଇ ଟପ୍ ୫ ବଲିଉଡ ପ୍ରି-ସେଲ୍ସରେ ସ୍ଥାନ ପାଇଛି।
୨୦୨୫ର ଟପ୍ ୫ ବଲିଉଡ ଆଡ଼ଭାନ୍ସ ବୁକିଂ
୧. ଛାବା: ୧୩.୮୫ କୋଟି
୨. ସିକନ୍ଦର: ୧୦.୦୯ କୋଟି
୩. ସୈୟାରା: ୯.୩୯ କୋଟି
୪. ହାଉସଫୁଲ ୫: ୮.୦୨ କୋଟି
୫. ରେଡ୍ ୨: ୬.୫୨ କୋଟି
????????????????#Saiyaara is a beautiful blend of emotions, music & magic! ✨
Stunning visuals, soulful storytelling & top-notch performances make it a must-watch.
A cinematic journey that stays with you long after the credits roll. ????❤️#SaiyaaraReview #BlockbusterVibes #Saiyaara pic.twitter.com/BcRqtg8U4x— Trader shetty (@ShettyTrader) July 18, 2025
ସୈୟାରା ଦେଖି ଫେରିଥିବା ଅଧିକାଂଶ ଲୋକ ଫିଲ୍ମକୁ ଖୁବ୍ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ ଏହି ଫିଲ୍ମ ମୋତେ କନ୍ଦାଇଛି ଏବଂ ମୋତେ ପ୍ରେମ ଉପରେ ପୁଣି ଥରେ ବିଶ୍ୱାସ କରିବାକୁ ଶିଖାଇଛି। ଏହା ଏକ ଚମତ୍କାର ସହ ଭାବପ୍ରବଣ ଚଳଚ୍ଚିତ୍ର।
#Saiyaara made me cry, made me feel, made me believe in love and pain again ????????
Wonderful emotional movie.????????#SAIYAARAreviewpic.twitter.com/5VXXuhB3t7— A (@idontcareMFU) July 18, 2025
ଏହା ସହ ଆଉ ଜଣେ ଲେଖିଛନ୍ତି ଫିଲ୍ମ ଦେଖିବା ପରେ ଭାବୁକ ହୋଇପଡ଼ିଛି । ଅନ୍ୟ ଜଣେ ୟୁଜର ଫିଲ୍ମର ସଙ୍ଗୀତ, ସିନେମାଟୋଗ୍ରାଫୀ ଏବଂ ସ୍କ୍ରିନପ୍ଲେର ପ୍ରଶଂସା କରି ଫିଲ୍ମକୁ ଚମତ୍କାର ବୋଲି କହିଛନ୍ତି ।
#Saiyaara Review
FIRST HALF
Good ???? #AhaanPanday & #AneetPadda are too good ????
Beautiful Music ????
Cinematography ✌️
Production Values????
Screenplay ✌️
Hope 2nd half maintains the same pace ????#SaiyaaraReview #MohitSuri pic.twitter.com/xmFGLPKhXY— Swayam Kumar Das (@KumarSwayam3) July 18, 2025
ଆଉ ଜଣେ ଫ୍ୟାନ ଲେଖିଛନ୍ତି, ‘ମୋହିତ ସୁରୀ ପୁଣି ଥରେ ରୋମାନ୍ସ ଜୋନକୁ ଫେରିଛନ୍ତି।’ ପ୍ରଶଂସକମାନେ ଅଭିନୟ ଏବଂ ଗୀତଗୁଡ଼ିକର ମଧ୍ୟ ପ୍ରଶଂସା କରିଛନ୍ତି।
#OneWordReview...#Saiyaara: OUTSTANDING.
Rating: ⭐️⭐️⭐️⭐️½#MohitSuri is back – and so is the romance genre... Love. Heartbreak. Drama. Music – #Saiyaara soars high... #AhaanPanday and #AneetPadda are sensational... UNMISSABLE! #SaiyaaraReview pic.twitter.com/pL4duTrjMB— ???????????????????????? ???????????????????????? ???????? (@ashishmandalakm) July 18, 2025
ଜଣେ ପ୍ରଶଂସକ ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଅଭିନୟର ପ୍ରଶଂସା କରି ଏହାକୁ ବେଷ୍ଟ ଡେବ୍ୟୁ ବୋଲି କହିଛନ୍ତି। ସେହିପରି ଫିଲ୍ମରେ ଲୋକମାନଙ୍କୁ ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଅଭିନୟ ଓ କେମେଷ୍ଟ୍ରି ବେଶ ପସନ୍ଦ ଆସୁଛି। ଅଧିକାଂଶ ୟୁଜର୍ସ ଫିଲ୍ମକୁ ବ୍ଲକବଷ୍ଟର ବୋଲି କହୁଛନ୍ତି ।