ଆସନ୍ତାକାଲି ଜମ୍ମୁ-କାଶ୍ମୀର ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ପଡିବ ଭୋଟ୍
କନକ ବ୍ୟୁରୋ: ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ । ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟ୍ ହେବ। ଏଥିପାଇଁ ଶେଷ ଦିନରେ ବିଜେପି, କଂଗ୍ରେସ ଓ ନ୍ୟାସନଲ କନଫରେନ୍ସ ଜୋରଦାର ପ୍ରଚାର କରିଥିଲେ । ବିଜେପି ସହ ମୈଦାନରେ ଏକାଠି ଓହ୍ଲାଇଛନ୍ତି କଂଗ୍ରେସ ଓ ଏନସି । ଘାଟିର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମଇଦାନରେ ୨୧୯ ପ୍ରାର୍ଥୀ ଅଛନ୍ତି। ଅନନ୍ତନାଗ ଜିଲ୍ଲାରେ ୬୪, ପୁଲୱାମାରେ ୪୫, ଡୋଡ଼ାରେ ୨୫, କୁଲଗାମରେ ୨୫, କିସ୍ତୱାଡ଼ରେ ୨୨, ସୋପିଆନରେ ୨୧ ଏବଂ ରମ୍ବନରେ ୧୫ ଜଣ ପ୍ରାର୍ଥୀ ପ୍ରଥମ ପର୍ୟ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି। ଇତି ମଧ୍ୟରେ ଜମ୍ମୁ କଶ୍ମୀରରେ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଶ୍ମୀରରେ ପ୍ରାୟ ୩୦୦ କମ୍ପାନି ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ଜମ୍ମୁ କଶ୍ମୀରରେ ଦୀର୍ଘ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଆସନ୍ତାକାଲି ଜାମ୍ମୁ କାଶ୍ମୀର ନିର୍ବାଚନ ଦୀର୍ଘ ୧୦ ବର୍ଷ ପରେ ହେଉଛି ବିଧାନସଭା ନିର୍ବାଚନଜମ୍ମୁ-କଶ୍ମୀରରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପ୍ରଚାରପ୍ରଥମ ପର୍ୟ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟ୍ଅନନ୍ତନାଗ ଜିଲ୍ଲାରେ ୬୪, ପୁଲୱାମାରେ ୪୫, ଡୋଡ଼ାରେ ୨୫ଡୋଡ଼ାରେ ୨୫, କୁଲଗାମରେ ୨୫, କିସ୍ତୱାଡ଼ରେ ୨୨ସୋପିଆନରେ ୨୧ ଏବଂ ରମ୍ବନରେ ୧୫ ଜଣ ପ୍ରାର୍ଥୀନିର୍ବାଚନ ମଇଦାନରେ ଅଛନ୍ତି ୨୧୯ ପ୍ରାର୍ଥୀନିର୍ବାଚନ ପାଇଁ ଜମ୍ମୁ କଶ
କନକ ବ୍ୟୁରୋ: ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ । ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟ୍ ହେବ। ଏଥିପାଇଁ ଶେଷ ଦିନରେ ବିଜେପି, କଂଗ୍ରେସ ଓ ନ୍ୟାସନଲ କନଫରେନ୍ସ ଜୋରଦାର ପ୍ରଚାର କରିଥିଲେ । ବିଜେପି ସହ ମୈଦାନରେ ଏକାଠି ଓହ୍ଲାଇଛନ୍ତି କଂଗ୍ରେସ ଓ ଏନସି ।
ଘାଟିର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମଇଦାନରେ ୨୧୯ ପ୍ରାର୍ଥୀ ଅଛନ୍ତି। ଅନନ୍ତନାଗ ଜିଲ୍ଲାରେ ୬୪, ପୁଲୱାମାରେ ୪୫, ଡୋଡ଼ାରେ ୨୫, କୁଲଗାମରେ ୨୫, କିସ୍ତୱାଡ଼ରେ ୨୨, ସୋପିଆନରେ ୨୧ ଏବଂ ରମ୍ବନରେ ୧୫ ଜଣ ପ୍ରାର୍ଥୀ ପ୍ରଥମ ପର୍ୟ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି। ଇତି ମଧ୍ୟରେ ଜମ୍ମୁ କଶ୍ମୀରରେ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଶ୍ମୀରରେ ପ୍ରାୟ ୩୦୦ କମ୍ପାନି ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ଜମ୍ମୁ କଶ୍ମୀରରେ ଦୀର୍ଘ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।
ଆସନ୍ତାକାଲି ଜାମ୍ମୁ କାଶ୍ମୀର ନିର୍ବାଚନ
ଦୀର୍ଘ ୧୦ ବର୍ଷ ପରେ ହେଉଛି ବିଧାନସଭା ନିର୍ବାଚନ
ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପ୍ରଚାର
ପ୍ରଥମ ପର୍ୟ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟ୍
ଅନନ୍ତନାଗ ଜିଲ୍ଲାରେ ୬୪, ପୁଲୱାମାରେ ୪୫, ଡୋଡ଼ାରେ ୨୫
ଡୋଡ଼ାରେ ୨୫, କୁଲଗାମରେ ୨୫, କିସ୍ତୱାଡ଼ରେ ୨୨
ସୋପିଆନରେ ୨୧ ଏବଂ ରମ୍ବନରେ ୧୫ ଜଣ ପ୍ରାର୍ଥୀ
ନିର୍ବାଚନ ମଇଦାନରେ ଅଛନ୍ତି ୨୧୯ ପ୍ରାର୍ଥୀ
ନିର୍ବାଚନ ପାଇଁ ଜମ୍ମୁ କଶ୍ମୀରରେ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
୩୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି