ଆସିଛି ପହିଲି ରଜ

ରଜ ପାଇଁ ଏ ହସ... ରଜ ପାଇଁ ଏ ଖୁସି... ଆଉ ରଜ ପାଇଁ ଏ କୁଆଁରୀ ଝିଅଙ୍କ ସଜବାଜ । ଆଜି ପହିଲି ରାଜ । ଗତକାଲି ସଜବାଜ ଯାଇଛି । ଆଉ ସେଇଥିପାଇଁ ଏ ଉତ୍ସାହ ।