ଆହୁରି ବଢ଼ିଲା ଭାରତର ଶକ୍ତି, ସେନାକୁ ମିଳିଲା ୩ ଆପାଚି ଆଟାକ୍ ହେଲିକପ୍ଟର

୨୦୨୦ରେ ଆମେରିକାଠାରୁ ଭାରତ ୨୨ଟି ଆପାଚି ହେଲିକପ୍ଟର କିଣିଥିଲା । ତେବେ ଆଉ ୬ଟି ଆପାଚି ହେଲିକପ୍ଟଟର କିଣିବାକୁ ଆମେରିକା ସହ ଡିଲ କରିଥିଲା ଭାରତ । ସେହି ୬ ହେଲିକପ୍ଟର ମଧ୍ୟରୁ ଆଜି ୩ଟି ଆପାଚି ଆଟାକ୍ ହେଲିକପ୍ଟର ପହଞ୍ଚିଛି । ଯେକୌଣସି ପାଣିପାଗରେ ଆପାଚି ହେଲିକପ୍ଟର ଶତ୍ରୁ ଉପରେ ଆକ୍ରମଣ କରିପାରିବ।

ଆହୁରି ବଢ଼ିଲା ଭାରତର ଶକ୍ତି, ସେନାକୁ ମିଳିଲା ୩ ଆପାଚି ଆଟାକ୍ ହେଲିକପ୍ଟର
Array