ଇଟାର ଜବାବ୍ ପଥରରେ ଦେବୁ
ପାକିସ୍ତାନ_ଆତଙ୍କୀଙ୍କ_ଇଟାର_ଜବାବ୍_ପଥରରେ_ଦେବୁ\' \'ପାକିସ୍ତାନକୁ ପାଣି ବନ୍ଦ କରିବା ପୂର୍ବରୁ ଆମର ଏପେଟେ ବ୍ୟବସ୍ଥା କରିବାର ଥିଲା ।ତେବେ ପାଣି ବନ୍ଦ ନକରି ପାକିସ୍ତାନ ଯେମିତି ଆମ ଉପରେ ହମଲା କରିଛି ଆମେ ବି ସେମିତି ତା ଉପରେ ଆକ୍ରମଣ କରିବା। ଇଟାର ଜବାବ୍ ପଥରରେ ଦେବା।\' - ମେହରାଜ ମଲ୍ଲିକ, ଆପ୍ ବିଧାୟକ, ଜାମ୍ମୁ-କାଶ୍ମୀର