ଇଣ୍ଟରଭ୍ୟୁ ଦେଇ ଫେରିବା ବେଳେ ଦୁର୍ଘଟଣା, ଘଟଣାସ୍ଥଳରେ ମୃତ୍ୟୁ

ବ୍ରହ୍ମପୁର : ଆଉ ୪ କିଲୋମିଟର ଗଲା ପରେ ଘରେ ପହଞ୍ଚି ଥାନ୍ତେ  l ଆର.ଆଇ ଇଣ୍ଟରଭ୍ୟୁ ଦେଇ ବ୍ରହ୍ମପୁରରୁ ଫେରିବା ବେଳେ ଦୁର୍ଘଟଣାରେ ଜୀବନ ଚାଲିଗଲା । ମୃତକ ହେଉଛନ୍ତି ରାଜପୁର ଗାଁର ଦୀପକ ବିଷୋୟୀ । ସ୍କୁଟିରେ ଫେରିବା ବେଳେ ଅନଙ୍ଗପୁର ଛକ ରାସ୍ତାରେ ତାଙ୍କୁ ଏକ ମହିନ୍ଦ୍ରା ଥାର୍ ଗାଡ଼ି ମୁହାଁମୁହିଁ ଧକ୍କା ଦେଇଥିଲା  l  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର ହୋଇ ଯାଇଛି। […] The post ଇଣ୍ଟରଭ୍ୟୁ ଦେଇ ଫେରିବା ବେଳେ ଦୁର୍ଘଟଣା, ଘଟଣାସ୍ଥଳରେ ମୃତ୍ୟୁ appeared first on KNews Odisha.

ଇଣ୍ଟରଭ୍ୟୁ ଦେଇ ଫେରିବା ବେଳେ ଦୁର୍ଘଟଣା, ଘଟଣାସ୍ଥଳରେ ମୃତ୍ୟୁ
accident3

ବ୍ରହ୍ମପୁର : ଆଉ ୪ କିଲୋମିଟର ଗଲା ପରେ ଘରେ ପହଞ୍ଚି ଥାନ୍ତେ  l ଆର.ଆଇ ଇଣ୍ଟରଭ୍ୟୁ ଦେଇ ବ୍ରହ୍ମପୁରରୁ ଫେରିବା ବେଳେ ଦୁର୍ଘଟଣାରେ ଜୀବନ ଚାଲିଗଲା । ମୃତକ ହେଉଛନ୍ତି ରାଜପୁର ଗାଁର ଦୀପକ ବିଷୋୟୀ । ସ୍କୁଟିରେ ଫେରିବା ବେଳେ ଅନଙ୍ଗପୁର ଛକ ରାସ୍ତାରେ ତାଙ୍କୁ ଏକ ମହିନ୍ଦ୍ରା ଥାର୍ ଗାଡ଼ି ମୁହାଁମୁହିଁ ଧକ୍କା ଦେଇଥିଲା  l  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର ହୋଇ ଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ଇଣ୍ଟରଭ୍ୟୁ ଦେଇ ଫେରିବା ବେଳେ ଦୁର୍ଘଟଣା, ଘଟଣାସ୍ଥଳରେ ମୃତ୍ୟୁ appeared first on KNews Odisha.