ଇଣ୍ଡିଆନ ଓ୍ବିମେନ ଫୁଟବଲ ଲିଗ୍ ପାଇଁ ଯୋଗ୍ୟତା ଅର୍ଜନ କଲା କଟକର ନୀତା ଫୁଟବଲ ଏକାଡେମୀ

କଟକ ୨।୬: କଟକର ନୀତା ଫୁଟବଲ ଏକାଡେମୀ ଇଣ୍ଡିଆନ ଓ୍ବିମେନ ଫୁଟବଲ ଲିଗ-୨୦୨୪-୨୫ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି । ଗୋଆର ମାପୁସାରେ ଅନୁଷ୍ଠିତ ଆଇଡବ୍ଲୁଏଲର ଫାଇନାଲ ରାଉଣ୍ଡ ମ୍ୟାଚରେ ଗୁଜରାଟର ସାଗ୍ ଏକାଡେ଼ମୀକୁ ୮-୧ ଗୋଲ୍‌ରେ ହରାଇ ଏହି ଯୋଗ୍ୟତା ହାସଲ କରିଛି । ଆଇଡବ୍ଲୁଏଲରେ ସଫଳତା ଓ ଆଇଡଵ୍ଲୁଏଲ- ୨୦୨୪-୨୫ଖେଳିବା ପାଇଁ ଯୋଗ୍ୟତା ହାସଲ କରି ଫେରିବା ପରେ କଟକ ରେଳ ଷ୍ଟେସନଠାରେ ନୀତା ଫୁଟବଲ ଏକାଡେମୀର ଖେଳାଳି ମାନଙ୍କୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।You Can Read :ମୀନାବଜାରରେ କାମ କରୁଥିବା ବେଳେ ଅଘଟଣ, ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

ଇଣ୍ଡିଆନ ଓ୍ବିମେନ ଫୁଟବଲ ଲିଗ୍ ପାଇଁ ଯୋଗ୍ୟତା ଅର୍ଜନ କଲା କଟକର ନୀତା ଫୁଟବଲ ଏକାଡେମୀ

କଟକ ୨।୬: କଟକର ନୀତା ଫୁଟବଲ ଏକାଡେମୀ ଇଣ୍ଡିଆନ ଓ୍ବିମେନ ଫୁଟବଲ ଲିଗ-୨୦୨୪-୨୫ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି । ଗୋଆର ମାପୁସାରେ ଅନୁଷ୍ଠିତ ଆଇଡବ୍ଲୁଏଲର ଫାଇନାଲ ରାଉଣ୍ଡ ମ୍ୟାଚରେ ଗୁଜରାଟର ସାଗ୍ ଏକାଡେ଼ମୀକୁ ୮-୧ ଗୋଲ୍‌ରେ ହରାଇ ଏହି ଯୋଗ୍ୟତା ହାସଲ କରିଛି । ଆଇଡବ୍ଲୁଏଲରେ ସଫଳତା ଓ ଆଇଡଵ୍ଲୁଏଲ- ୨୦୨୪-୨୫ଖେଳିବା ପାଇଁ ଯୋଗ୍ୟତା ହାସଲ କରି ଫେରିବା ପରେ କଟକ ରେଳ ଷ୍ଟେସନଠାରେ ନୀତା ଫୁଟବଲ ଏକାଡେମୀର ଖେଳାଳି ମାନଙ୍କୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

You Can Read :

ମୀନାବଜାରରେ କାମ କରୁଥିବା ବେଳେ ଅଘଟଣ, ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ