ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ଜିତିଲା ଟେଷ୍ଟ ଚାମ୍ପିୟନସିପ୍

ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା। ଜିତିଲା ଟେଷ୍ଟ ଚାମ୍ପିୟନସିପ୍। ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରି... The post ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ଜିତିଲା ଟେଷ୍ଟ ଚାମ୍ପିୟନସିପ୍ appeared first on .

ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ଜିତିଲା ଟେଷ୍ଟ ଚାମ୍ପିୟନସିପ୍

ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା। ଜିତିଲା ଟେଷ୍ଟ ଚାମ୍ପିୟନସିପ୍। ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରି ଏହି ସଫଳତା ହାସଲ କରିଛି ଦକ୍ଷିଣ ଆଫ୍ରିକା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୧୨ ରନ୍ କରିଥିବା ବେଳେ ଦ୍ଵିତୀୟ ଇନିଂସରେ ୨୦୭ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୩୮ ରନ୍ କରିଥିବା ବେଳେ ଦ୍ଵିତୀୟ ଇନିଂସରେ ୨୮୨ ରନ୍ କରି ମ୍ୟାଚ ଜିତି ନେଇଛି। ୨୮ବର୍ଷ ପରେ ଏକ ଆଇସିସି ଟାଇଟଲ ହାସଲ କରିଛି ଦକ୍ଷିଣ ଆଫ୍ରିକା। ଏହି ବିଜୟର ହିରୋ ହେଉଛନ୍ତି ଏଡେନ ମାରକ୍ରମ୍ । ପ୍ରଥମ ଇନିଂସରେ ଡକ୍ ହୋଇଥିଲେ ମଧ୍ୟ ଦ୍ଵିତୀୟ ଇନିଂସରେ ସେ ଶତକ ହାସଲ କରିଥିଲେ।

The post ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ଜିତିଲା ଟେଷ୍ଟ ଚାମ୍ପିୟନସିପ୍ appeared first on .