ଇଦ୍‌ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୧।୪: ଆଜି ସମଗ୍ର ଦେଶର ଇଦ୍‌ ଉଲ୍‌ ଫିତର ପାଳନ କରାଯାଉଛି। ଗୁରୁବାର ସକାଳୁ ମୁସଲମାନ ଭାଇଭଉଣୀମାନେ ନମାଜ ପାଠ କରିଛନ୍ତି। ଇଦ୍‌ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଇଦ୍‌ ଉଲ୍‌ ଫିତର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଏହା ଆମକୁ ସୁଖ, ଶାନ୍ତି, ସମୃଦ୍ଧତା ଦ୍ୱାରା ଆଶୀର୍ବାଦ କରୁଏବଂ ଆମକୁ ଦୟା, ଦୟା ଏବଂ ପ୍ରେମ ପଥରେ ଆଗେଇ ନେଉ। Heartiest […] The post ଇଦ୍‌ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on Dharitri Odia News.

ଇଦ୍‌ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୧।୪: ଆଜି ସମଗ୍ର ଦେଶର ଇଦ୍‌ ଉଲ୍‌ ଫିତର ପାଳନ କରାଯାଉଛି। ଗୁରୁବାର ସକାଳୁ ମୁସଲମାନ ଭାଇଭଉଣୀମାନେ ନମାଜ ପାଠ କରିଛନ୍ତି। ଇଦ୍‌ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଇଦ୍‌ ଉଲ୍‌ ଫିତର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଏହା ଆମକୁ ସୁଖ, ଶାନ୍ତି, ସମୃଦ୍ଧତା ଦ୍ୱାରା ଆଶୀର୍ବାଦ କରୁଏବଂ ଆମକୁ ଦୟା, ଦୟା ଏବଂ ପ୍ରେମ ପଥରେ ଆଗେଇ ନେଉ।

The post ଇଦ୍‌ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on Dharitri Odia News.