ଇନ୍ଦରପୁର ଛକରେ ବିଜେପି ପକ୍ଷରୁ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ

ଝାରସୁଗୁଡା ୨୩/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଲଖନପୁର ବ୍ଲକ ମଚିଦା ପଞ୍ଚାୟତ ଅନ୍ତର୍ଗତ ଇନ୍ଦରପୁର ଛକରେ ବିଜେପି ପକ୍ଷରୁ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ ସିଂ ଙ୍କ ସହ ସୁଖାଡିହି ଗୌନ୍ତିଆ ରତ୍ନାକର ଖମାରୀ,ବିହାରୀ ରାଉତ, ମିନକେତନ ପଧାନ,ବେଜି ଖମାରୀ,ରମେଶ ଚନ୍ଦ୍ର ସାହୁ, ରଞ୍ଜିତ ବିଶ୍ଵାଳ,ନେହେରୁ ସାହୁ, ଶେଷଦେଵ ଭୋଇ, ଯୁବନେତା ଆକାଶ ବାରିକ,ବିରେନ୍ଦ୍ର ପଧାନ,ଜିକେଶ ଭୋଇ, […] The post ଇନ୍ଦରପୁର ଛକରେ ବିଜେପି ପକ୍ଷରୁ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ appeared first on Odisha.News.

ଇନ୍ଦରପୁର ଛକରେ ବିଜେପି ପକ୍ଷରୁ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ

ଝାରସୁଗୁଡା ୨୩/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଲଖନପୁର ବ୍ଲକ ମଚିଦା ପଞ୍ଚାୟତ ଅନ୍ତର୍ଗତ ଇନ୍ଦରପୁର ଛକରେ ବିଜେପି ପକ୍ଷରୁ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ ସିଂ ଙ୍କ ସହ ସୁଖାଡିହି ଗୌନ୍ତିଆ ରତ୍ନାକର ଖମାରୀ,ବିହାରୀ ରାଉତ, ମିନକେତନ ପଧାନ,ବେଜି ଖମାରୀ,ରମେଶ ଚନ୍ଦ୍ର ସାହୁ, ରଞ୍ଜିତ ବିଶ୍ଵାଳ,ନେହେରୁ ସାହୁ, ଶେଷଦେଵ ଭୋଇ, ଯୁବନେତା ଆକାଶ ବାରିକ,ବିରେନ୍ଦ୍ର ପଧାନ,ଜିକେଶ ଭୋଇ, ତପେଶ୍ୱର ବାରିକ, ଶୁଭାଶିଷ ମିଶ୍ର ତଥା ଅଞ୍ଚଳର ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଏହି ଅବସରରେ ଯୁବନେତା ଶ୍ରୀ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ସମ୍ବନ୍ଧରେ ଆଲୋଚନା କରିବା ସହିତ ଯୋଜନା ଗୁଡ଼ିକର ଉପଯୋଗୀତା ଉପରେ ଅବଗତ କରିଥିଲେ ।

The post ଇନ୍ଦରପୁର ଛକରେ ବିଜେପି ପକ୍ଷରୁ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ appeared first on Odisha.News.